34.1 C
Bhubaneswar
Friday, March 29, 2024
HomeUncategorizedକେଜ୍ରିୱାଲ ବି ପାଳିବେନି ହୋଲି

କେଜ୍ରିୱାଲ ବି ପାଳିବେନି ହୋଲି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରେ ଏବେ ହୋଲି ପାଳିବେନି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଏନେଇ ସେ ଆଜି ସୂଚନା ଦେଇଛନ୍ତି । ତେବେ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ସୂଚନା ଦେଇଛନ୍ତି ଯେ, ବର୍ତମାନ ଦେଶରେ ସମୁଦାୟ ୨୮ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ଆକ୍ରାନ୍ତଙ୍କ ମଧ୍ୟରେ ଦିଲ୍ଲୀରୁ ୧, ଆଗ୍ରାରୁ ୬, ତେଲେଙ୍ଗାନାରୁ ୦୧, କେରଳରୁ ୩ ଓ ବାକି ୧୬ ଜଣ ଇଟାଲିଅନ ପର୍ଯ୍ୟଟକ ବୋଲି ସୂଚନା ମିଳିଛି । ନୋଏଡାର ସ୍କୁଲ ପିଲାଙ୍କ ସମେତ ୬ ଜଣ ବ୍ୟକ୍ତିଙ୍କ ରିପୋର୍ଟ ନେଗେଟିଭ୍ ରହିଥିବା ସୂଚନା ମିଳିଛି । ଚୀନରେ ଏଥିରେ ମୃତ୍ୟୁ ସଂଖ୍ୟା ୨୯୮୧ରେ ପହଂଚିଛି । ଏହାରି ଭିତରେ କର୍ଣ୍ଣାଟକରେ ଆଇସୋଲେସନ ଓାର୍ଡରେ ୫ ଜଣ ଲୋକ ଭର୍ତି ହୋଇଥିବା ମଧ୍ୟ ସୂଚନା ମିଳିଛି ।
https://onakhabar.com/2020/03/04/modi-wont-participate-in-holi-event/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking