ଇଡିର ‌ଷଷ୍ଠ ସମନକୁ ବି ଏଡ଼ାଇଗଲେ କେଜ୍ରିୱାଲ୍‌

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସୋମବାର ପୁଣି ଥ‌ରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ସମନକୁ ଏଡ଼େଇ ଯାଇଛନ୍ତି। ପୂର୍ବରୁ ୫ ଥର ତାଙ୍କୁ ଇଡି ଡାକିଥିବା ବେଳେ ସେ ଯାଇନଥିଲେ। ଏଥର ଷଷ୍ଠ ଥର ମଧ୍ୟ ସେ ଇଡି ଡାକରା ସତ୍ତ୍ବେ ବି ଜେରା ପାଇଁ ପହଞ୍ଚି ନାହାନ୍ତି। ଏକ ବିବୃତିରେ ଆପ୍‌ ଦୋହରାଇଛି ଯେ କେଜ୍ରିୱାଲଙ୍କ ନିକଟକୁ ପଠାଯାଇଥିବା ସମନ ବେଆଇନ ଏବଂ ଏହି ମାମଲା ବର୍ତ୍ତମାନ କୋର୍ଟରେ ଅଛି। କେଜ୍ରିୱାଲ୍‌ଙ୍କ ଦଳ ପକ୍ଷରୁ … Continue reading ଇଡିର ‌ଷଷ୍ଠ ସମନକୁ ବି ଏଡ଼ାଇଗଲେ କେଜ୍ରିୱାଲ୍‌