ଜୀବିତ ଭାବି ସଂସ୍କାର ନକରି ଘରେ ରଖିଛନ୍ତି ମୃତଦେହ

ରେଢାଖୋଲ: ୨୦ ଘଣ୍ଟା ହେଲାଣି ଘରେ ପଡିରହିଛି ମୃତଦେହ । ଜୀବିତ ଭାବି ସଂସ୍କାର ନକରି ଘରେ ରଖିଛନ୍ତି ମୃତଦେହ । ଡାକ୍ତର ମୃତ ଘୋଷଣା କରିବା ସତ୍ୱେ ଅନ୍ତିମ ସଂସ୍କାର କରୁନାହାନ୍ତି । ରେଢାଖୋଲ ଥାନା ଏନଏସି ୪ ନମ୍ବର ୱାର୍ଡରେ ଏହିଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ପଡୋଶୀଙ୍କ ବିରୋଧରେ ଆଣିଲେ ଗୁଣିଗାରେଡି ଅଭିଯୋଗ । ସୂଚନା ମୁତାବକ, କିଛି ଦିନ ହେବ ଯୁବକ ଅସୁସ୍ଥ ଥିଲେ ଆଉ ପରେ ଗତକାଲି ତାଙ୍କର … Continue reading ଜୀବିତ ଭାବି ସଂସ୍କାର ନକରି ଘରେ ରଖିଛନ୍ତି ମୃତଦେହ