ଘରେ ରଖନ୍ତୁ ଫେଙ୍ଗ୍ସୁଇ ପିରାମିଡ୍; ଦୂର ହେବ ବାସ୍ତୁଦୋଷ
ଚୀନ୍: ଚୀନ୍ ବାସ୍ତୁଶାସ୍ତ୍ର ଫେଙ୍ଗ୍ସୁଇ ଅନୁଯାୟୀ, ଏଭଳି କିଛି ବସ୍ତୁ ରହିଛି, ଯାହାକି ନକାରାତ୍ମକ ଶକ୍ତିକୁ ସକାରାତ୍ମକ ଶକ୍ତିରେ ପରିବର୍ତ୍ତନ କରିଥାଏ। ଏହା ଦ୍ବାରା ଅନେକ ସମସ୍ୟା ଦୂର ହୋଇ ଘରେ ସୁଖସମୃଦ୍ଧି ଆସେ। ଫେଙ୍ଗ୍ସୁଇ ପିରାମିଡ୍ର ଅନେକ ମହତ୍ତ୍ବ ରହିଛି। ତେବେ ପିରାମିଡ୍କୁ ସଠିକ୍ ଦିଗରେ ରଖିବା ଆବଶ୍ୟକ। ନଚେତ୍ ଏହା ବିଭିନ୍ନ ପ୍ରକାର ସମସ୍ୟା ସୃଷ୍ଟି କରେ। ଘରେ ପିରାମିଡ୍ ରଖୀବାର ନିୟମ ଏବଂ ଏହା ଦ୍ବାରା କେଉଁସବୁ ସମସ୍ୟା ଦୂର ହୋଇଥାଏ, ଆସନ୍ତୁ … Continue reading ଘରେ ରଖନ୍ତୁ ଫେଙ୍ଗ୍ସୁଇ ପିରାମିଡ୍; ଦୂର ହେବ ବାସ୍ତୁଦୋଷ
Copy and paste this URL into your WordPress site to embed
Copy and paste this code into your site to embed