28.1 C
Bhubaneswar
Friday, March 29, 2024
Homeଓଡିଶାଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ କରୋନା ସଚେତନତା

ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ କରୋନା ସଚେତନତା

ମାଲକାନଗିରି : ଉତ୍କଳ ସାମ୍ବାଦିକ ସଂଘ ମାଲକାନଗିରି ଜିଲ୍ଲା ଶାଖା ତରଫରୁ କରୋନା ଭୁତାଣୁ ଜନିତ ରୋଗରୁ ସଚେତନତା ଅଭିଯାନ ନେଇ ବସଷ୍ଟାଣ୍ଡ ଠାରୁ ଏକ ବାଇକ ରାଲି ବାହାରି ସହର ପରିକ୍ରମା କରାଯାଇଥିଲା । ଜିଲ୍ଳାପାଳ, ଉପଜିଲ୍ଲାପାଳ, ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଓ ଆଦର୍ଶ ଥାନା ଅଧିକାରୀ ସବୁଜ ପତାକା ଦେଖାଇ ଶୋଭାଯାତ୍ରା ଆରମ୍ଭ କରାଯାଇଥିଲା । ଉତ୍କଳ ସାମ୍ବାଦିକ ସଂଘର ସଦଶ୍ୟ ମନେ ପ୍ରଚାରପତ୍ର ବାଣ୍ଟି ସହର ସାରା ଲୋକଙ୍କୁ ସଚେତନାର ବାର୍ତ୍ତା ଦେଇଥିଲେ । ମାଲକାନଗିରି ମୁଖ୍ୟ ଡାକ୍ତରଖାନାରେ ରୋଗୀ ଓ ରୋଗୀ ଙ୍କ ସହଯୋଗୀ ମିଶି କରୋନା ଭୁତାଣୁ ସମ୍ପର୍କରେ ବୁଝାଇଥିଲେ । ସହର ପରିକ୍ରମାରେ ଉତ୍କଳ ସାମ୍ବାଦିକ ସଂଘର ସଦଶ୍ୟ ଙ୍କ ସହ ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ ର ସଦଶ୍ୟ ଓ ମାନବାଧିକାର ପରିଷଦର ସଦଶ୍ୟ ମାନେ ମଧ୍ୟ ସହଯୋଗ କରିଥିଲେ ।
https://onakhabar.com/2020/03/16/who-director-appeals-to-deepika-priyanka-for-corona/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking