କର୍ଣ୍ଣାଟକରେ ତୁଟିଲା ମୁଖ୍ୟମନ୍ତ୍ରୀ ବିବାଦ; ସିଦ୍ଧରମେୟାଙ୍କ ମୁଣ୍ଡରେ ସୁନାକଳସ

ବେଙ୍ଗାଲୁରୁ : କର୍ଣ୍ଣାଟକରେ ମୁଖ୍ୟମନ୍ତ୍ରୀ ମନୋନୟନ ପ୍ରସଙ୍ଗକୁ ନେଇ ବିଗତ ଚାରିଦିନ ଧରି ଚାଲିଥିବା ନାଟକର ଯବନିକା ପଡିଛି । କଂଗ୍ରେସ ହାଇକମାଣ୍ଡଙ୍କ ଘନ ଘନ ଆଲୋଚନା ପର୍ଯ୍ୟାଲୋଚନା ପରେ ସିଦ୍ଧରମେୟା ମୁଖ୍ୟମନ୍ତ୍ରୀ ଦୌଡରେ ବିଜୟୀ ହୋଇଛନ୍ତି । ଅପରପକ୍ଷରେ ଏହି ପ୍ରକ୍ରିୟାରେ ମୁଖ୍ୟ ପ୍ରତିବନ୍ଧକ ସାଜିଥିବା ରାଜ୍ୟ ପିସିସି ସଭାପତି ଡି.କେ.ଶିବକୁମାରଙ୍କୁ ଉପମୁଖ୍ୟମନ୍ତ୍ରୀ ପଦରେ ସନ୍ତୁଷ୍ଟ ହେବାକୁ ପଡିଛି । ବିବାଦର ପରିସମାପ୍ତି ପରେ ଉଭୟ ସିଦ୍ଧରମେୟା ଓ ଶିବକୁମାର ଗୁରୁବାର ବେଙ୍ଗାଲୁରୁ ଫେରିଆସିଥିବାବେଳେ ସନ୍ଧ୍ୟାରେ … Continue reading କର୍ଣ୍ଣାଟକରେ ତୁଟିଲା ମୁଖ୍ୟମନ୍ତ୍ରୀ ବିବାଦ; ସିଦ୍ଧରମେୟାଙ୍କ ମୁଣ୍ଡରେ ସୁନାକଳସ