27.1 C
Bhubaneswar
Thursday, April 25, 2024
Homeକରୋନାଜୁନ ୭ ପର୍ଯ୍ୟନ୍ତ କର୍ଣ୍ଣାଟକରେ ଲକ ଡାଉନ ବୃଦ୍ଧି

ଜୁନ ୭ ପର୍ଯ୍ୟନ୍ତ କର୍ଣ୍ଣାଟକରେ ଲକ ଡାଉନ ବୃଦ୍ଧି

କର୍ଣ୍ଣାଟକ : ବର୍ତମାନ ଦେଶରେ କରୋନା ସଂକ୍ରମଣ ଥମିବାର ନାଁ ନେଉନାହିଁ । ଏହାରି ମଧ୍ୟରେ ଅନେକ ରାଜ୍ୟ ଲକ ଡାଉନ ଅବଧି ବୃଦ୍ଧି କରୁଛନ୍ତି । କର୍ଣ୍ଣାଟକରେ ବି ଲକ ଡାଉନ ଅବଧିକୁ ଜୁନ ୭ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ପୂର୍ବରୁ ଏହା ୨୪ ମେ ପର୍ଯ୍ୟନ୍ତ ଥିଲା । ମାତ୍ର ବିଶେଷଜ୍ଞଙ୍କ ପରାମର୍ଶ ଅନୁସାରେ, ଆଲୋଚନା ପରେ ଏହାକୁ ଜୁନ ୭ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଏନେଇ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ୟେଦିୟୁରପ୍ପା ସୂଚନା ପ୍ରଦାନ କରିଛନ୍ତି ।
ଅନ୍ୟପଚେ ବ୍ଲାକ ଫଙ୍ଗସରେ ଆକ୍ରାନ୍ତ ଥିବା ରୋଗୀଙ୍କ ମାଗଣା ଚିକିତ୍ସା କରିବାକୁ ସରକାର ଘୋଷଣା କରିଛନ୍ତି ।  ବର୍ତମାନ ସେଠାରେ ୩୨୨୧୮ ନୂଆ କୋଭିଡ କେସ ରହିଥିବା ବେଳେ ୩୫୩  ଜଣଙ୍କ ମୃତ୍ୟୁ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking