33.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶବିଗ୍ ବସ୍ ୧୫: ସଲମାନ ଖାନ ନୁହେଁ କରଣ ଜୋହର କରିବେ ହୋଷ୍ଟ

ବିଗ୍ ବସ୍ ୧୫: ସଲମାନ ଖାନ ନୁହେଁ କରଣ ଜୋହର କରିବେ ହୋଷ୍ଟ

ନୂଆଦିଲ୍ଲୀ: ବିଗବସ ଓଟିଟି ପ୍ଲାଟଫର୍ମରେ ପ୍ରସାରଣ ହେବ ବୋଲି ଘୋଷଣା ହୋଇଥିଲା । ଏହି ଘୋଷଣା ପରେ ଫ୍ୟାନ୍ସ ବହୁତ ଉତ୍ସାହିତ ଅଛନ୍ତି । ଏହି ସୋ’ କୁ ଦେଶର ବଡ ଡାଇରେକ୍ଟର-ପ୍ରଡ୍ୟୁସର କରନ ଜୋହର ହୋଷ୍ଟ କରିବେ ବୋଲି ସୂଚନା ମିଳିଛି । କରଣ ଜୋହର ୬ ସପ୍ତାହ ଚାଲିବାକୁ ଥିବା ବିଗ ବସ ଓଟିଟିର ଆଙ୍କର ରହିବେ ।  ବିଗବସ ଓଟିଟି ପ୍ରିମିୟର ୮ ଅଗଷ୍ଟ ୨୦୨୧ରେ ବୁଟ ରେ ଥିବ ।
ବିଗ ବସ ଫ୍ୟାନ୍ସଙ୍କୁ ପ୍ରଥମ ଥର ପୁରା ଡ୍ରାମାକୁ ୨୪ ଘଣ୍ଟା ୭ ଦିନ ଲାଇଭ ଦେଖିପାରିବେ । ଏହାବ୍ୟତୀତ ବୁଟ ରେ ଏକ ଘଣ୍ଟାର ଏପିସୋଡ ଦେଖିପାରିବେ । ଦର୍ଶକଙ୍କୁ ଏକ୍ସକ୍ଲୁସିଭ କଟସ, ୨୪ ଘଣ୍ଟା କଣ୍ଟେଣ୍ଟ ଡ୍ରାପ୍ସ ଓ ସଂପୂର୍ଣ୍ଣ ଭାବରେ ଏଣ୍ଟେରାକ୍ଟିଭ ସେସନ ଦେଖିବାର ସୁଯୋଗ ମିଳିବ । ବୁଟ ରେ ଡିଜିଟାଲ ପ୍ରିମିୟର ପୁରା ହେବା ସହିତ ବିଗ ବସ ୧୫ ଲଂଚ ହେବ, ଯାହା କଲର୍ସରେ ଅନ ଏୟାର ହେବ । କରଣ ଜୋହର ଙ୍କ ମଜାଳିଆ ଅନ୍ଦାଜ ସହ ସମସ୍ତେ ପରିଚିତ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking