39.8 C
Bhubaneswar
Thursday, April 18, 2024
Homeମନୋରଞ୍ଜନଭ୍ରମଣରେ କମେଡି କିଙ୍ଗ

ଭ୍ରମଣରେ କମେଡି କିଙ୍ଗ

ନୂଆଦିଲ୍ଲୀ : ଆନ୍ତର୍ଜାତୀୟ ଭ୍ରମଣରେ କପିଲ ଶର୍ମା ଓ ତାଙ୍କ ଟ୍ରିପ । ସେମାନେ ଭାନକୋଭର ଏବଂ କାନାଡାରେ ବୁଲୁଥିବା ନେଜେ ପ୍ରକାଶ କରିଛନ୍ତି। ହାସ୍ୟ ଅଭିନେତା କପିଲ ଶର୍ମାଙ୍କ ସହ ସୁମୋନା ଚକ୍ରବର୍ତ୍ତୀ, କିକୁ ଶାରଦା, ରାଜୀବ ଠାକୁର, କୃଷ୍ଣ ଅଭିଷେକ ଏବଂ ଚନ୍ଦନ ପ୍ରଭାକର ଅଛନ୍ତି। ସୋସିଆଲ ମିଡିଆରେ ଫଟୋ ପୋଷ୍ଟ କରି କପିଲ ତାଙ୍କ ଟିମ ସହିତ କିଛି ମଜାଳିଆ ଏକ୍ସପ୍ରିୟନ୍ସ ସେୟାର କରିଛନ୍ତି। କପିଲ ଏବଂ ତାଙ୍କ ଦଳ ୨୫ ଜୁନରେ ଭାନକୋଭର ଏବଂ ତା’ପରେ ସେମାନେ ଜୁଲାଇ ୩ରେ କାନାଡାରେ ପ୍ରଦର୍ଶନ କରିବେ। ବୁଧବାର କମେଡି କିଙ୍ଗ କପିଲ ଶର୍ମା ତାଙ୍କ ଆନ୍ତର୍ଜାତୀୟ ଟୁର୍ ଡାଏରୀର ଚାରିଟି ଫଟୋକୁ ଇନ୍ଟାରେ ପୋଷ୍ଟ କରିଛନ୍ତି। ଯେଉଁଥିରେ ସେ ତାଙ୍କ ଟିମ୍ ସହ ହସ ମଜାକ କରୁଥିବା ଦେଖିବାକୁ ମିଳିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking