29.1 C
Bhubaneswar
Wednesday, April 24, 2024
Homeଓଡିଶାକକାଙ୍କୁ କୂଅକୁ ଫିଙ୍ଗି ଦେଲେ ପୁତୁରା

କକାଙ୍କୁ କୂଅକୁ ଫିଙ୍ଗି ଦେଲେ ପୁତୁରା

କଣ୍ଟାବାଞ୍ଜି : କକାଙ୍କୁ ମାଡ଼ ମାରି କୂଅକୁ ଫିଙ୍ଗ ଦେଲେ ୨ ପୁତୁରା । ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲା ବଙ୍ଗମୁଣ୍ଡା ବ୍ଳକ୍ ସାନଗମାଣ୍ଡା ଗାଁ’ରେ ।
ସୂଚନା ଅନୁଯାୟୀ, ଦୁଇ ପରିବାର ଭିତରେ ପୂର୍ବରୁ ଲାଗି ରହିଥିଲା ବିବାଦ । ଜମିଜମା ବିବାଦକୁ ନେଇ ମାରପିଟ୍ ହୋଇଥିଲେ ଉଭୟ କକା ଓ ପୁତୁରା । ଏଥିରେ ପୁତୁରା ଉତକ୍ଷିପ୍ତ ହୋଇ କକାଙ୍କୁ ମାଡ଼ ମାରି କୂଅକୁ ଠେଲି ଦେଇଥିଲେ । ଗୁରୁତର ଅବସ୍ଥାରେ ଗ୍ରମାବସୀମାନେ ଉଦ୍ଧାର କରି ସ୍ଥାନୀୟ ମେଡିକାଲକୁ ନେଇଯାଥିଲେ । ଖବର ପାଇଁ ଘଟଣାସ୍ଥଳରେ ପୁଲିସ ପହଂଚି ତଦନ୍ତ ଆରମ୍ଭ କରିଛି।
https://onakhabar.com/2020/06/10/accident-driver-death/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking