କଙ୍ଗାରୁ କୋର୍ଟ: ୨ ସରପଂଚ ଗିରଫ

ପଟ୍ଟାମୁଣ୍ଡାଇ: କଙ୍ଗାରୁ କୋର୍ଟରେ ବାପ ପୁଅଙ୍କୁ ନିସ୍ତୁକ ମାଡ ଘଟଣାରେ ୨ସରପଂଚଙ୍କ ସହ ୪ ଜଣଙ୍କୁ ଗିରଫ କରିଛି କେନ୍ଦ୍ରାପଡା ପୋଲିସ । ପେଟ୍ରୋଲ ପମ୍ପ ମାଲିକ ଓ ତାଙ୍କ ପୁଅ ସମେତ ୪ ଗିରଫ ହୋଇଛନ୍ତି । ଘଟଣାରେ ସଂପୃକ୍ତ ବିଜୟନଗର ଓ ବହିପାଳ ସରପଂଚ ମଧ୍ୟ ଗିରଫ ହୋଇଛନ୍ତି । ପେଟ୍ରୋଲ ପମ୍ପରୁ ୧ ଲକ୍ଷ ୯୭ ହଜାର ଚୋରି ଅଭିଯୋଗ ହୋଇଥିଲା । ଚୋରି ଅଭିଯୋଗରେ ନାବାଳକ ଓ ତାଙ୍କ ବାପାଙ୍କୁ ମାଡ ହୋଇଥିଲା । କଙ୍ଗାରୁ କୋର୍ଟ ଡାକି ୩ ସରପଂଚଙ୍କ ଉପସ୍ଥିତିରେ ମାଡ ମରାଯାଇଥିଲା ।

LEAVE A REPLY

Please enter your comment!
Please enter your name here