29.1 C
Bhubaneswar
Wednesday, April 24, 2024
Homeବ୍ରେକୀଙ୍ଗଉଦ୍ଧବ, ତୁମ ଗର୍ବ ଭାଙ୍ଗିବ: କଙ୍ଗନା

ଉଦ୍ଧବ, ତୁମ ଗର୍ବ ଭାଙ୍ଗିବ: କଙ୍ଗନା

ମୁୁମ୍ବାଇ: ମୁମ୍ବାଇରେ ପହଂଚିବା ପରେ କଡା ପ୍ରତିକ୍ରିୟା ଜଣାଇଛନ୍ତି ଅଭିନେତ୍ରୀ କଙ୍ଗନା ରଣାଓତ । ମହାରଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଟାର୍ଗେଟ କରିଛନ୍ତି କଙ୍ଗନା । ଉଦ୍ଧବଙ୍କ ନାଁ ନେଇ ଖୋଲାଖୋଲି ଟାର୍ଗେଟ ସେ କରିଛନ୍ତି । ସେ କହିଛନ୍ତି, ‘ଉଦ୍ଧବ ଠାକରେ, ତୁମକୁ କଣ ଲାଗୁଛି, ଫିଲ୍ମ ମାଫିଆଙ୍କ ସହ ମିଶି  ମୋ ଘର ଭାଙ୍ଗି, ବହୁତ ବଡ ବଦଲା ନେଇଛ, ଭାବୁଛ ? ଉଦ୍ଧବ, ଆଜି ମୋ ଘର ଭାଙ୍ଗିଛ, କାଲି ତୁମ ଗର୍ବ ଭାଙ୍ଗିବ । ଆଜି ଯେଉଁ କ୍ରୁରତା ଦେଖାଇଛ, ଭଲ ହେଲା ମୋ ସହ ହୋଇଛି । ଉଦ୍ଧବ, ମନେରଖ, ଏ ସମୟର ଚକ ସବୁଦିନ ସମାନ ନଥିବ’ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking