26.1 C
Bhubaneswar
Friday, March 29, 2024
Homeମନୋରଞ୍ଜନକଙ୍ଗନାଙ୍କ ଟ୍ୱିଟର ଆକାଉଣ୍ଟ ସସପେଣ୍ଡ

କଙ୍ଗନାଙ୍କ ଟ୍ୱିଟର ଆକାଉଣ୍ଟ ସସପେଣ୍ଡ

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ କଙ୍ଗନା ସବୁବେଳେ ନିଜ ମନ୍ତବ୍ୟ ପାଇଁ ଚର୍ଚ୍ଚାରେ ରୁହନ୍ତି । ଅନେକ ଥର ଟ୍ରୋଲିଂ ହେବାର ବି ସାମ୍ନା କରିବାକୁ ପଡିଛି । ଟ୍ୱିଟରରେ ସେ ଖୁବ ଆକ୍ଟିଭ ରୁହନ୍ତି ଏବଂ ନିଜର ମୂଳ ମନ୍ତବ୍ୟ ଦିଅନ୍ତି । ତେବେ ବର୍ତାମାନ ବି ତାଙ୍କୁ ଏହା ଭାରି ପଡିଛି । କଙ୍ଗନାଙ୍କ ଟ୍ୱିଟର ଆକାଉଣ୍ଟ ସସପେଣ୍ଡ କରି ଦିଆଯାଇଛି । କୁହାଯାଉଛି ଯେ, ବଙ୍ଗଳା ନିର୍ବାଚନ ଫଳାଫଳ ପରେ ମମତା ବାନାର୍ଜୀଙ୍କ ଉପରେ କରାଯାଇଥିବା ଟିପ୍ପଣୀ ପରେ କଙ୍ଗନାଙ୍କ ଉପରେ ଏହି ଆକ୍ସନ ନିଆଯାଇଛି । କଙ୍ଗନା ବାରମ୍ବାର ମମତା ବାନାର୍ଜୀ ଓ ତାଙ୍କ ସରକାରଙ୍କ ବିପକ୍ଷରେ ଟ୍ୱିଟ କରୁଥିଲେ । ସେ ବଙ୍ଗଳାରେ ରାଷ୍ଟ୍ରପତି ଶାସନ ନେଇ ଦାବି କରୁଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking