କାହା ପ୍ରଚାର ପାଇଁ ଆସିଥିଲେ କାମିୟା : ଅନୀଲ ବିଶ୍ୱାଳ

ଭୁବନେଶ୍ୱର : କାମିୟା ଜାନିଙ୍କ ଶ୍ରୀମନ୍ଦିର ପ୍ରବେଶ ନେଇ ପ୍ରଶ୍ନ ଉଠାଇଲା ବିଜେପି । କାହା ପ୍ରଚାର ପାଇଁ କାମିୟାଙ୍କୁ ଅଣାଯାଥିଲା ପଚାରିଲେ ଅନୀଲ ବିଶ୍ୱାଳ । ମାହାପ୍ରସାଦ ପ୍ରଚାର ଅନାବଶ୍ୟକ, ମହାପ୍ରଭୁଙ୍କ ବିଷୟରେ ସମସ୍ତେ ଜାଣନ୍ତି । ଶ୍ରୀମନ୍ଦିର ଭିତରକୁ କିଭଳି ଜଣେ ଗୋମାଂସ ଭକ୍ଷଣୀକୁ ପ୍ରବେଶ କରାଇଥିଲେ । କାମିୟା ଜଣେ ପେଡ୍ ବ୍ଲକର, କେତେ ଟଙ୍କା  ଦିଆଯାଇ ଅଣାଯାଇଥିଲା । ପାଣ୍ଡିଆନଙ୍କ ପ୍ରମୋସନ ପାଇଁ କେତେ ଖର୍ଚ୍ଚ ହୋଇଛି, ତାର ଖୁଲାସା ହେଉ … Continue reading କାହା ପ୍ରଚାର ପାଇଁ ଆସିଥିଲେ କାମିୟା : ଅନୀଲ ବିଶ୍ୱାଳ