ବିଜେପିରେ ଯୋଗ ଦେଇ ପାରନ୍ତି କମଲ ନାଥ

ମଧ୍ୟପ୍ରଦେଶ : ବରିଷ୍ଠ କଂଗ୍ରେସ ନେତା ତଥା ମଧ୍ୟ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥ ବିଜେପିରେ ସାମିଲ ହେବେ ବୋଲି ଶନିବାରଠାରୁ ଜୋର ଚର୍ଚ୍ଚା ଚାଲିଛି ।ସେ କାହିଁକି ବିଜେପିରେ ମିଶିବାକୁ ଚାହୁଁଛନ୍ତି, ତାହା ଏପର୍ଯ୍ୟନ୍ତ ଜଣା ପଡ଼ିନାହିଁ । ପୁଅ ତଥା ମଧ୍ୟ ପ୍ରଦେଶର ଏକମାତ୍ର କଂଗ୍ରେସ ସାଂସଦ ନକୁଳ ନାଥଙ୍କ ରାଜନୀତିକ କ୍ୟାରିୟରକୁ ନେଇ କମଲ ନାଥ ଚିନ୍ତିତ ଥିବାରୁ ବିଜେପିରେ ମିଶିବାକୁ ନିଷ୍ପତ୍ତି ନେଇଥିବା ଆଲୋଚନା ହେଉଛି। କମଲ ନାଥ ରାଜ୍ୟସଭା … Continue reading ବିଜେପିରେ ଯୋଗ ଦେଇ ପାରନ୍ତି କମଲ ନାଥ