ବୃଦ୍ଧାଙ୍କୁ ମାରିଦେଲା କଲରାପତରିଆ

ନବରଙ୍ଗପୁର : ନବରଙ୍ଗପୁର ସୀମାନ୍ତ ଛତିଶଗଡ଼ର ଚନାର ଗାଁରେ ଘଟିଛି ଅଭାବନୀୟ ଘଟଣା । ଘରୁ ବୃଦ୍ଧାଙ୍କୁ ଟାଣି ନେଲା କଲରାପତରିଆ । ଏହି ଘଟଣା ପରେ ଗାଁରେ ଭୟ ଖେଳିଯାଇଛି । ସୂଚନା ଅନୁସାରେ, ଆଜି ଚନାର ଗାଁରେ ଜଣେ ବୃଦ୍ଧା ଘରେ ଥିବା ସମୟରେ ତାଙ୍କୁ ବାଘ ଟାଣି ନେଇଥିଲା । ବୃଦ୍ଧା ଜଣକ ପାଟି କରିଥିଲେ ମଧ୍ୟ କେହି ତାଙ୍କୁ ବଞ୍ଚେଇ ପାରିନଥିଲେ । ବାଘ ଏହା ପୂର୍ବରୁ ୫ରୁ ୬ଜଣଙ୍କୁ ମଧ୍ୟ … Continue reading ବୃଦ୍ଧାଙ୍କୁ ମାରିଦେଲା କଲରାପତରିଆ