35.1 C
Bhubaneswar
Tuesday, April 23, 2024
Homeଓଡିଶାଯାଜପୁରରେ ଆରମ୍ଭ ହୋଇଛି ଗଣପର୍ବ କାଳୀ ପୂଜା

ଯାଜପୁରରେ ଆରମ୍ଭ ହୋଇଛି ଗଣପର୍ବ କାଳୀ ପୂଜା


ଯାଜପୁର : ଗତକାଲି ବିଳମ୍ବିତ ରାତ୍ରିରୁ ଯାଜପୁରରେ ଆରମ୍ଭ ହୋଇଛି ଗଣପର୍ବ କାଳୀ ପୂଜା । ଯାଜପୁର ସହରର ୪୬ଟି ପୂଜା ମଣ୍ଡପରେ ପୂଜା ପାଉଛନ୍ତି ମା କାଳୀ ଓ ଲକ୍ଷ୍ମୀ ନାରାୟଣ । ଚଳିତ ବର୍ଷ ବିନା ଭକ୍ତ ରେ ମା ପୂଜା ପାଉଛନ୍ତି । କୋରୋନା ଜନିତ କଟକଣା ପ୍ରଶାସନ ପକ୍ଷରୁ ଜାରି କରାଯାଇଥିବାରୁ ସବୁ ମଣ୍ଡପରେ ଖାଁ ଖାଁ ପରିବେଶ । ନା ଅଛି ସାଜ ସଜା ନାଁ ଅଛି ସୁ ଉଚ୍ଚ ତୋରଣ । କେବଳ ପାରମ୍ପରିକ ଋତିନିିତି ଅନୁଯାୟୀ ଚାଲିଛି ପୂଜାର୍ଚ୍ଚନା । ଏ ସବୁ ଭିତରେ ପ୍ରଶାସନ ପକ୍ଷରୁ ପ୍ରତ୍ୟେକ ପୂଜା ମଣ୍ଡପକୁ କୋଭିଡ ଗାଇଡଲାଇନ ଅନୁପାଳନ କରିବାକୁ ନିର୍ଦ୍ଧେଶନାମା ଜାରି କରିଛନ୍ତି । ଯାହାକୁ ପାଳନ କରୁଛନ୍ତି ଆୟୋଜକ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking