28.1 C
Bhubaneswar
Friday, March 29, 2024
Homeଓଡିଶାକଳିଙ୍ଗନଗର ଶିଳ୍ପାଅଂଚଳରେ ନକିଲି ସିମେଣ୍ଟ କାରଖାନାକୁ ଠାବ କଲା ପୋଲିସ

କଳିଙ୍ଗନଗର ଶିଳ୍ପାଅଂଚଳରେ ନକିଲି ସିମେଣ୍ଟ କାରଖାନାକୁ ଠାବ କଲା ପୋଲିସ

ଯାଜପୁର: ଯାଜପୁର ଜିଲ୍ଲାର କଳିଙ୍ଗନଗର ଶିଳ୍ପlଚଂଳ ମାଫିଆ ମାନଙ୍କ ଭୁ ସ୍ୱର୍ଗପlଲିଟିଚି. କ୍ରୋମାଇଟ କୋଇଲା ଶିଳ୍ପ ଅଂଚଳ ଉତ୍ପାଦନ ମାଲ କୁ ପ୍ରଭାବ ଶାଳୀ ଓ ବିଭିନ୍ନ ଦଳ ର ରାଜ ନେତା ସହ ମାଫିଆ ମାନେ ଲୁଟ କରି ଚାଲିଛନ୍ତି. କାଁ ବାଁ ପୋଲିସ ଚୋରା ଜିନିଷ ଧରି ହାତ ବାନ୍ଧି ବସିଛି l. ଏବେ ବିଭିନ୍ନ ନକିଲି ସିମେଣ୍ଟ କାରଖାନା ପ୍ରତିଷ୍ଠା ହୋଇ ବିଭିନ୍ନ ଅଞ୍ଚଳ କୁ ନିମ୍ନ ମାନ ର ସିମେଣ୍ଟ ଚାଲାଣ ହେଉଛନ୍ତି ଏଥି ରେ ପ୍ରଭାବ ଶାଳୀ ବ୍ୟକ୍ତି ମାନେ ସମ୍ପୃକ୍ତ ବ୍ୟକ୍ତି ଥିବା ର ପୋଲିସ ଜାଣି ପାରିଛି ଏବେ କଳିଙ୍ଗନଗର ଥାନ ର ନୂଆଗାଁ ନିକଟରେ ରେ ଏକ ନକିଲି ସିମେଣ୍ଟ କାରଖାନା ଠାବ କରିଛି l ପୋଲିସ ବିଶେଷ ସୂତ୍ରରୁ ଖବର ପାଇ ଗୁରୁବାର ରାତ୍ରି ରେ ଚଢ଼ାଉ କରି ବିପୁଳ ପରିମାଣ ରେ ସିମେଣ୍ଟ ଜବଦ କରିଛି lଅନ୍ୟ କମ୍ପାନୀ ନାମ ଲେଖା ଯାଇ ଥିବା ବ୍ୟାଗ ଜବତ କରି ତଦନ୍ତ ଜାରି ରଖିଛି l ମାଲିକ ସମେତ କର୍ମ ଚାରି ଓ ଏଥି ରେ ସମ୍ପୃକ୍ତ ଥିବା 6ଜଣ ଙ୍କୁ ଅଟକ ରଖି ତଦନ୍ତ ଅବ୍ୟାହତ ରଖିଛି lକୁଆ ଖିଆ ର ବାର ବାଟି ନିକଟରେ ଏକ ନାକୀଲ ସିମେଣ୍ଟ ଢ଼ୀପୁ ଥିବା ର ପୋଲିସ ଜାଣିବାକୁ ପାଇଛି l ଏହି କାରଖାନା 4ବର୍ଷ ଧରି ଉତ୍ପାଦନ କରି ନିମ୍ନ ମାନ ର ସିମେଣ୍ଟ ବିଭିନ୍ନ ସ୍ଥାନ କୁ ଚାଲାଣ କରା ଯାଉ ଥିଲା l ପ୍ରଭାବ ଶାଳୀ ବ୍ୟକ୍ତି ବିଶେଷ ଙ୍କ ସମର୍ଥନ ଥିବା ରୁ ପୋଲିସ ହାତ ବାନ୍ଧି ବାସୀ ଥିଲା ବୋଲି କୁହା ଯାଉଛି ଏହି କାରବାର କଟକ ଖୋର୍ଦ୍ଧା ଅଞ୍ଚଳ କୁ ଲମ୍ବିଚି ଓ କାରବାର ରେ ସମ୍ପୃକ୍ତ ଥିବା ବ୍ୟକ୍ତି ମାନଂକୁ ଗିରଫ କରିବା ପାଇଁ ପୋଲିସ ଯୋଜନା କରୁଛି l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking