33.1 C
Bhubaneswar
Wednesday, April 24, 2024
Homeବ୍ରେକୀଙ୍ଗଆଜି ଠାରୁ ଯାଜପୁରର ଗଣପର୍ବ କାଳୀପୂଜା

ଆଜି ଠାରୁ ଯାଜପୁରର ଗଣପର୍ବ କାଳୀପୂଜା

ଯାଜପୁର: ଆଜି ଠାରୁ ଯାଜପୁରର ଗଣପର୍ବ କାଳୀପୂଜା । ଏଥିପାଇଁ ସହରର ୪୦ରୁ ଉର୍ଦ୍ଧ ପୂଜା ମଣ୍ଡପରେ ପୂଜା ପାଉଛନ୍ତି ମା କାଳୀ ଓ ଲକ୍ଷ୍ମୀନାରାୟଣ । ଆଜି ମଧ୍ୟ ରାତ୍ରିରୁ ମା କାଳୀ ପୂଜା ପାଇବାକୁ ଥିବା ବେଳେ ଲକ୍ଷ୍ମୀନାରାୟଣଙ୍କ ପୂଜା ଆରମ୍ଭ ହୋଇଯାଇଛି ବିଭିନ୍ନ ପୂଜା ମଣ୍ଡପରେ । ପୂର୍ବ ବର୍ଷ ଭଳି ଚଳିତ ବର୍ଷ ଆଡମ୍ବର ବଦଳରେ ସଂପୁର୍ଣ୍ଣ ନିରାଡମ୍ବରରେ ପୂଜା ଅନୁଷ୍ଠିତ ହେଉଛି । କୋରୋନା ଜନିତ କଟକଣା ପାଳନ କରିବାକୁ ପ୍ରଶାସନ ପକ୍ଷରୁ ନିର୍ଦ୍ଧେନାମା ଜାରି କରାଯାଇଛି । କମ ଉଚ୍ଚତା ବିଶିଷ୍ଟ ମୂର୍ତି ନିର୍ମାଣ ହେବା ସହିତ କୌଣସି ସାଜସଜା କିମ୍ବା ସାଂସ୍କତିକ କାର୍ଯ୍ୟକ୍ରମ ହେବ ନାହିଁ ବୋଲି ଆୟୋଜକ କହିଛନ୍ତି । କେବଳ ପାରମ୍ପିରିକ ଋତିନିତି ଅନୁଯାୟୀ ଆଜି ସକାଳୁ ପୂଜାର୍ଚ୍ଚନା ଆରମ୍ଭ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking