କାଲି କୃଷକମାନଙ୍କ ଦିଲ୍ଲୀ ଚଲୋ ଅଭିଯାନ

ନୂଆଦିଲ୍ଲୀ : ହରିୟାଣା ଏବଂ ପଞ୍ଜାବର କୃଷକମାନେ ପୁଣି ଥରେ ନିଜର ଆନ୍ଦୋଳନକୁ ଜୋରଦାର କରିବାକୁ ପ୍ରସ୍ତୁତ ହେଉଛନ୍ତି। କୃଷକ ନେତା ସରୱନ ସିଂ ପନ୍ଧେର୍ ଏବଂ ଜଗଜିତ୍ ସିଂ ଡଲେୱାଲଙ୍କ ନେତୃତ୍ୱରେ ପଞ୍ଜାବ ଏବଂ ହରିୟାଣାର ଶମ୍ଭୁ ସୀମାରେ ହଜାର ହଜାର କୃଷକ ଏକଜୁଟ ହୋଇଛନ୍ତି। ମାର୍ଚ୍ଚ ୬ ତାରିଖରେ କୃଷକମାନେ ଦିଲ୍ଲୀ ଚଲୋ ଅଭିଯାନ କରିବାକୁ ଘୋଷଣା କରିଛନ୍ତି। ଏହା ସହିତ ମାର୍ଚ୍ଚ ୧୦ ରେ କୃଷକମାନେ ସାରା ଦେଶରେ ୪ ଘଣ୍ଟିଆ ଟ୍ରେନ୍ … Continue reading କାଲି କୃଷକମାନଙ୍କ ଦିଲ୍ଲୀ ଚଲୋ ଅଭିଯାନ