28.1 C
Bhubaneswar
Friday, March 29, 2024
Homeଓଡିଶାମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତ ଦେହ ଉଦ୍ଧାର

ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତ ଦେହ ଉଦ୍ଧାର

କଳାହାଣ୍ଡି : କେଗାଁ ଥାନା କନକପୁର ଗ୍ରାମର ଏକ ଜଙ୍ଗଲ ନିକଟରେ ଜଣେ ବିବାହିତ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର ହୋଇଛି । ଖବରପାଇ ଘଟଣାସ୍ଥଳରେ କେଗାଁ ପୋଲିସ ପହଞ୍ଚି ମୃତ ଦେହକୁ ଉଦ୍ଧାର କରିବା ସହ ତଦନ୍ତ ଜାରି ରଖିଛି । ପୋଲିସ ସୁତ୍ରରୁ ଜଣାଯାଏ ଯେ, ଉକ୍ତ ମୃତ ମହିଳା ଜଣକ କନକପୁର ଗ୍ରାମର ଶ୍ୟାମସୁନ୍ଦର ନାଏକଙ୍କ ସ୍ତ୍ରୀ ପ୍ରିୟଙ୍କା ନାଏକ । କେଉଁ ପରିସ୍ଥିରେ ଏହି ଘଟଣା ଘଟିଲା ତାହା ଅସ୍ପଷ୍ଟ ରହିଥିବା ବେଳେ ପୋଲିସ ପ୍ରାଥମିକ ତଦନ୍ତରେ ପେଟ୍ରୋଲରେ ପୋଡି ହୋଇ ଉକ୍ତ ମହିଳା ମୃତ୍ୟୁ ବରଣ କରିଥିବା ସନ୍ଦେହ କରୁଛି । ଅନ୍ୟପଟେ ପ୍ରିୟଙ୍କାକୁ ହତ୍ୟା କରାଯାଇଥିବା ନେଇ ପ୍ରିୟଙ୍କାଙ୍କ ପରିବାର ଲୋକେ କେଗାଁ ଥାନାରେ ଅଭିଯୋଗ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking