32.1 C
Bhubaneswar
Thursday, March 28, 2024
Homeଓଡିଶାଚାରବାହାଲ ସ୍ବାସ୍ଥ୍ଯ କେନ୍ଦ୍ରରେ ସାର୍ଟିପିକେଟ୍ ରେ ଦସ୍ତଖତ ପାଇଁ ଲାଞ୍ଚ ମାଗୁଥିବା ଭିଡିଓ ଭାଇରାଲ୍

ଚାରବାହାଲ ସ୍ବାସ୍ଥ୍ଯ କେନ୍ଦ୍ରରେ ସାର୍ଟିପିକେଟ୍ ରେ ଦସ୍ତଖତ ପାଇଁ ଲାଞ୍ଚ ମାଗୁଥିବା ଭିଡିଓ ଭାଇରାଲ୍

କଳାହାଣ୍ଡି: ସ୍ବାସ୍ଥ୍ୟ ସାର୍ଟିଫିକେଟ୍ ରେ ଡାକ୍ତର ବାବୁଙ୍କ ଦସ୍ତଖତ ର ଦାମ୍ ୨୦୦ ଟଙ୍କା । ତାହା ପୁଣି ରେଟ୍ ଫିକ୍ସ୍ । ସରକାରୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଖୁଲମ୍ ଖୁଲା ଟଙ୍କା ଆଦାୟ କରୁଥିବା ଭିଡିଓ ଏବେ ସୋସିଆଲ୍ ମିଡିଆରେ ଘୁରି ବୁଲୁଛି । ଏ ଭାଇରାଲ୍ ଭିଡିଓ ଟି ହେଉଛି କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଲକ୍ ଚାରବାହାଲ ନୂତନ ସ୍ବାସ୍ଥ୍ୟକେନ୍ଦ୍ର ର l ମୋତିଆଲଗୁଡାର ଭୁପେନ୍ଦ୍ର ଛତ୍ରିଆ ଆର୍.ଟି.ଓ ଅଫିସରେ ଟ୍ରାନ୍ସପୋର୍ଟ୍ ଲାଇସେନ୍ସ୍ ପାଇଁ ସ୍ବାସ୍ଥ୍ୟ ସାର୍ଟିଫିକେଟ୍ ଆବଶ୍ଯକ ଥିବାବେଳେ ସ୍ଥାନୀୟ ସ୍ବାସ୍ଥ୍ଯ କେନ୍ଦ୍ର କୁ ଯାଇଥିଲେ l ପରେ ସେଥିରେ ଥିବା ଡାକ୍ତର ବାବୁ ଜଣକ ସାର୍ଟିପିକେଟ୍ ରେ ନିଜର ଦସ୍ତଖତ ପାଇଁ ୨୦୦ ଟଙ୍କା ମାଗିବା ସହ ରେଟ୍ ଫିକ୍ସ ବୋଲି କହୁଥିବା ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି l କେବଳ ସେଥିକି ନୁହେଁ ଲକ୍ଷ୍ମୀଧର ଙ୍କ ଠାରୁ ୨ ଗୋଟି ଦସ୍ତଖତ ପାଇଁ ୪ ଶହ ଟଙ୍କା ନୁହେଁ ବରଂ ଅନ୍ୟ ଜଣଙ୍କ ସାର୍ଟିଫିକେଟ୍ ଏଫିଡେଭିଟ୍ ପାଇଁ ୮ ଗୋଟି ଦସ୍ତଖତ ପାଇଁ ୧୬ ଶହ ଟଙ୍କା ନେଇଥିବା ଭାଇରାଲ୍ ଭିଡିଓ ରେ ଦାବି  ହେଉଛି l

କଳାହାଣ୍ଡି ନର୍ଲା ରୁ ସୁରେଶ ଚନ୍ଦ୍ର ସାହୁ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking