କାଳ ବୈଶାଖୀ ର ତାଣ୍ଡବ ଲୀଳା

ଯାଜପୁର : କାଳ ବୈଶାଖୀ ବର୍ଷା ପବନରେ ଯାଜପୁର ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନ ରେ ବ୍ୟାପକ କ୍ଷୟକ୍ଷତି ହେବା ସଙ୍ଗେ ତଲଗଡ ପଚିକୋଟେ ପ୍ରଭୁତି ଅଂଳରେ ବଡ ବଡ ଗଛ ଭାଙ୍ଗି ଯାଇଛି l ବିଦ୍ୟୁତ ତାର ଛିଣ୍ଡି ଯାଇଛି l ବିଦ୍ୟୁତ୍ ସରlବର*ବିଛିନ୍ନ ହୋଇଯାଇଛି l ବିଶେଷ କରି ଯାଜପୁର ଜିଲ୍ଳା କୋରେଇ ବ୍ଲକ ତଳଗଡ ପଞ୍ଚାୟତ ଅନ୍ତର୍ଗତ ନଗୁଁଆ ଠାରେ ଅବସ୍ଥିତ ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନ ରେ ରିସର୍ଚ୍ଚ କର୍ମଶାଳା ଅନୁଷ୍ଠିତ … Continue reading କାଳ ବୈଶାଖୀ ର ତାଣ୍ଡବ ଲୀଳା