22.1 C
Bhubaneswar
Sunday, January 23, 2022
HomeUncategorizedଯାଜପୁର:ସ୍ୱାସ୍ଥ୍ୟ କେନ୍ଦ୍ର ରେ ରୋଗୀ ସେବା ପଛ କଥା ଲାଞ୍ଚ ନେବା ପ୍ରଥମ କଥା

ଯାଜପୁର:ସ୍ୱାସ୍ଥ୍ୟ କେନ୍ଦ୍ର ରେ ରୋଗୀ ସେବା ପଛ କଥା ଲାଞ୍ଚ ନେବା ପ୍ରଥମ କଥା

ଯାଜପୁର :ସ୍ୱାସ୍ଥ୍ୟ କେନ୍ଦ୍ର ରେ ରୋଗୀ ସେବା ପରକଥା ଲାଞ୍ଚ ନେବା ପ୍ରଥମ କଥା l ଗତ ତା ୧୩ /୦୨ / ୨୦୨୦ ରିଖ ଜଣେ ଗର୍ଭବତୀ ମହିଳାଙ୍କର ମୃତ ପିଲା ଜନ୍ମ କରିବା ସହ ମହିଳାଙ୍କ ସ୍ଵାମୀ ଙ୍କୁ ପାରିଶ୍ରମିକ ବାବଦ ଅର୍ଥ ଲାଞ୍ଚ ମାଗିଥିଲେ ଉପସ୍ଥିତି ଡାକ୍ତରାଣୀ ଜୟଶ୍ରୀ ରାଉତ ଙ୍କ ସହ ନର୍ସ ପୁର୍ଣିମା ଦାସ l ଏଭଳି ନିନ୍ଦନୀୟ ଘଟନା ଘଟିଥିବା ଜାହା ଦାନଗଦି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ରେ ଦେଖିବାକୁ ମିଳିଥିଲା l ଯାହାକୁ ନେଇ ଗର୍ଭବତୀ ମହିଳା ଙ୍କ ସ୍ଵାମୀ ଜଗନ୍ନାଥ ବଦରା ସ୍ବାସ୍ଥ୍ୟକେନ୍ଦ୍ର ସ୍ୱାସ୍ଥ୍ୟ ଅଧିକାରୀ ଙ୍କ ନିକଟରେ ଗୁହାରି ଜଣାଇଥିଲେ l
ପରବର୍ତୀ ପର୍ଜାୟରେ ଅର୍ଥ ୫୦୦ ଟଙ୍କା ଦେଇ ଜଗନ୍ନାଥ ଡାକ୍ତରଖାନା ଛାଡିବାକୁ ଅନୁରୋଧ କରିଥିଲେ ହେଲେ ସମ୍ପୂର୍ଣ ୨୫୦୦ ଟଙ୍କା ନଦେଲେ ଯାଇପାରିବ ନହିଁ ବୋଲି ଜଗନ୍ନାଥ ଙ୍କୁ ଧମକ ଦେଇଥିଲେ ନର୍ସ ପୁର୍ଣିମା l ନିରାଶୟ ହୋଇ ଗଣମାଧ୍ୟମ ସମୁଖରେ ନିଜର ଅସହାୟତା ପ୍ରକାଶ କରିଥିଲେ ପ୍ରସବ ଧାରୀ ମହିଳା ଙ୍କ ସ୍ଵାମୀ l ପରବର୍ତୀ ପର୍ଜାୟରେ ନିଜ ରୁମ କୁ ଡାକି ନିଜ ମୋବାଇଲ ଖୋଲାକାରୀ ମଦ ପି ଅନ୍ୟ ଲୋକମାନଙ୍କ କଥାରେପଡି ଡାକ୍ତରାଣୀ ଓ ନର୍ସ ଟଙ୍କା ମାଗୁଛନ୍ତି ବୋଲି ମୁ ମିଛ କହିଛି କହ କହି ଜଗନ୍ନାଥ ଙ୍କୁ ବାଧ୍ୟ କରିଥିଲେ ଉପସ୍ଥିତ ଡାକ୍ତରାଣୀ ଓ ନର୍ସ l ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀ ଅବହେଳା ଅନିୟମିତା ଏବଂ ଘଟୁଥିବା ନିନ୍ଦନୀୟ ଘଟଣା ବିରୁଦ୍ଧରେ ମହିଳା ସଂଘଠନ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଥିବା ସୂଚନା ମିଳୁଛି l
ଘଟିଥିବା ନିନ୍ଦନୀୟ ଘଟଣା ର ନ୍ୟାୟ ମିଳିବା ନିମନ୍ତେ ଜିଲା ମୁଖ୍ୟ ଚିକିଛା ଅଧିକାରୀଙ୍କ ଦ୍ଵାରସ୍ଥ ହୋଇଥିଲ ପୀଡ଼ିତା ମାମୁନି ବଦରା ଙ୍କ ସ୍ଵାମୀ ଜଗନ୍ନାଥ ବଦରା l ଜିଲା ସ୍ୱାସ୍ଥ୍ୟ ବିଭାଗ ସ୍ୱାସ୍ଥ୍ୟ ଅଧିକାରୀ ଜଡିତ ଥିବା ବିଭାଗୀୟ କର୍ମ ଚାରୀଙ୍କୁ ସତର୍କ କରୁଥିବା ପ୍ରକାଶ କରୁଥିବା ବେଳେ ଅପର ପକ୍ଷରେ ଜଡିତ ଥିବା ଡାକ୍ତରାଣୀ ଓ ନର୍ସ କୁ ଘଣ୍ଟ ଘୋଡାଉଥିବା ସର୍ବସାଧାରଣରେ ଚର୍ଚା ହେଉଛି l ଯାଜପୁର ଦାନଗଦି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଗଣମାଧ୍ୟମ ପ୍ରତିନିଧିମାନେ ପଵେଶ ନିଷେଧ ବୋଲି କମ୍ପୁଟର ଲେଖା କାଥବାଡରେ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ନିଦେଷରେ ଲଗା ଯାଇଥିବା ବେଳେ ଅପର ପାର୍ଶ୍ୱରେ ଲାଞ ଖୋର ନର୍ସ ବିଭିନ୍ନ ଅସାମାଜିକ ଯୁବକଙ୍କ ମାଧ୍ୟମ ରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଧମକ ଦିଆ ଯାଉଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking