ବହୁ ଲୋକଙ୍କୁ ଠକିଛି କୈଫିକ ଖାନ: ପିନାକ ମିଶ୍ର

କଟକ: କଟକରେ ଗୁଣିଗାରେଡି ଓ ତନ୍ତ୍ର ସାଧନା ନାଁରେ ଡକେଇ ଘଟଣା । ପ୍ରେସମିଟରେ ସୂଚନା ଦେଲେ କଟକ ଡିସିପି ପିନାକ ମିଶ୍ର । ତାନ୍ତ୍ରିକ କୈଫିକ ଖାନ୍ ନାଁରେ ମାମଲା ରୁଜୁ ହୋଇଛି । ବହୁ ଲୋକ ଏଥ ଠକେଇରେ ଶିକାର ହୋଇଥିବା ଜାଣିବାକୁ ପାଇଛୁ । ଯେଉଁମାନେ ଠକେଇର । ଶିକାର ହୋଇଛନ୍ତି ପୋଲିସକୁ ଜଣାନ୍ତୁ ବୋଲି କହିଛନ୍ତି ପିନାକ ମିଶ୍ର । ବାହାର ଜିଲ୍ଲାରେ ମଧ୍ୟ ଠକେଇ କରିବାରେ ସୂଚନା ମିଳିଛି । … Continue reading ବହୁ ଲୋକଙ୍କୁ ଠକିଛି କୈଫିକ ଖାନ: ପିନାକ ମିଶ୍ର