ନାବାଳିକା ଦୁଷ୍କର୍ମ ମାମଲା : ବାପାକୁ ୨୦, ପୁଅକୁ ୨୫ ବର୍ଷ ଜେଲ ଦଣ୍ଡାଦେଶ

କେନ୍ଦୁଝର : ନାବାଳିକା ଦୁଷ୍କର୍ମ ମାମଲାରେ ବାପାପୁଅଙ୍କୁ ଦଣ୍ଡାଦେଶ । ୨୦୨୨ ସଦର ଥାନା ଅଞ୍ଚଳ ଦୁଷ୍କର୍ମ ମାମଲାରେ ଦଣ୍ଡାଦେଶ । ବାପାପୁଅଙ୍କୁ ଦଣ୍ଡାଦେଶ ଶୁଣାଇଲେ ପୋକ୍ସୋ କୋର୍ଟ । ପୀଡିତାଙ୍କୁ ୬ ଲକ୍ଷ କ୍ଷତିପୂରଣ ଦେବାକୁ ଡିଏଲସିଏକୁ ନିର୍ଦ୍ଦେଶ । +୨ ଛାତ୍ରୀଙ୍କୁ ମାରି ଫିଙ୍ଗିଦେଲେ !