ନାବାଳିକା ଦୁଷ୍କର୍ମ ମାମଲା; ୯ବର୍ଷ ପରେ ଅଭିଯୁକ୍ତ ନିର୍ଦ୍ଦୋଷ

ବ୍ରହ୍ମପୁର : ଜନୈକା ନାବାଳିକାଙ୍କୁ ଦୁଷ୍କର୍ମ ମାମଲାର ଆଜି ବିଚାର କରି ସ୍ୱତନ୍ତ୍ର ପୋକସ ଜଜ ପ୍ରଭାତ କୁମାର ରାଜଗୁରୁ ଶୁଣାଣି କରିଛନ୍ତି । ଉପଯୁକ୍ତ ସାକ୍ଷ୍ୟ ପ୍ରମାଣ ଅଭାବରୁ ଗାଙ୍ଗପୁର ଥାନା ଅନ୍ତର୍ଗତ ଖଣ୍ଡରାବାଡି ଗ୍ରାମର ଅଭିଯୁକ୍ତ ପିଣ୍ଟୁ ବିଷୋୟୀ(୩୭)ଙ୍କୁ ନିର୍ଦ୍ଦୋଷ ସାବ୍ୟସ୍ତ କରିଛନ୍ତି । ସୂଚନାଯୋଗ୍ୟ ଯେ ଗତ ୨୦୧୩ ନଭେମ୍ବର ୧୮ ତାରିଖରେ ଜଣେ ୧୬ ବର୍ଷୀୟା ନାବାଳିକାଙ୍କୁ ଅପହରଣ ହୋଇଥିବା ନେଇ ଗାଙ୍ଗପୁର ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗକୁ କେନ୍ଦ୍ର … Continue reading ନାବାଳିକା ଦୁଷ୍କର୍ମ ମାମଲା; ୯ବର୍ଷ ପରେ ଅଭିଯୁକ୍ତ ନିର୍ଦ୍ଦୋଷ