ସିଜେଆଇ ଭାବେ ଜଷ୍ଟିସ୍ ଚନ୍ଦ୍ରଚୂଡ଼ଙ୍କ ୧୦୦ ଦିନ ପୂରା

ନୂଆଦିଲ୍ଲୀ : ଭାରତର ପ୍ରଧାନ ବିଚାରପତି ରୂପେ ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ଼ ଗୁରୁବାର ନିଜର ୧୦୦ ଦିନ ପୂରଣ କରିଛନ୍ତି । ତିନିମାସର ଏହି କାର୍ଯ୍ୟକାଳ ମଧ୍ୟରେ ସିଜେଆଇ ସୁପ୍ରିମ୍‌କୋର୍ଟରେ ୧୪ ହଜାରରୁ ଊର୍ଦ୍ଧ୍ୱ କେସ୍‌ର ଫଇସଲା କରିଛନ୍ତି । ତାଙ୍କ କାର୍ଯ୍ୟକାଳରେ ହିଁ ସୁପ୍ରିମ୍‌କୋର୍ଟର ରେଜିଷ୍ଟ୍ରି କାର୍ଯ୍ୟ ସମ୍ପୂର୍ଣ୍ଣ ଭାବେ ପେପର୍ ଲେସ୍ ହୋଇଛି । ସିଜେଆଇ ଚନ୍ଦ୍ରଚୂଡ଼ଙ୍କ କାର୍ଯ୍ୟକାଳର ସବୁଠୁ ବଡ଼ କଥା ହେଲା ୨୦୨୨ ନଭେମ୍ବର ୯ରେ ସେ ଶପଥଗ୍ରହଣ କରିବା ପରଠାରୁ … Continue reading ସିଜେଆଇ ଭାବେ ଜଷ୍ଟିସ୍ ଚନ୍ଦ୍ରଚୂଡ଼ଙ୍କ ୧୦୦ ଦିନ ପୂରା