ଭିଜିଲାନ୍ସ ପଞ୍ଝାରେ କନିଷ୍ଠ ଯନ୍ତ୍ରୀ

ଦେବଗଡ଼ : ଚାରି ଲକ୍ଷ ଟଙ୍କାର ବିଲ କରାଇବାକୁ ଠିକାଦାର ଠାରୁ ୮୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ପଞ୍ଝାରେ କନିଷ୍ଠ ଯନ୍ତ୍ରୀ । ପୌର ପରିଷଦର ଏକ ଠିକା କାମର ୪ ଲକ୍ଷ ଟଙ୍କା ବିଲ କରାଇବାକୁ ତତ୍କାଳୀନ କନିଷ୍ଠ ଯନ୍ତ୍ରୀ ୧୦ ହଜାର ଟଙ୍କା ଲାଞ୍ଚ ଦାବୀ କରି ବିଲ ଅଟକାଇ ଥିବା ବେଳେ ଯନ୍ତ୍ରୀଙ୍କ ଏତାଦୃଶ କାର୍ଯ୍ୟକଳାପରେ ଅତିଷ୍ଠ ହୋଇ ଠିକାଦାର କଳିତ କୁମାର କର ଭିଜିଲାନ୍ସର ଦ୍ୱାରସ୍ଥ୍ୟ ହୋଇଥିଲେ । … Continue reading ଭିଜିଲାନ୍ସ ପଞ୍ଝାରେ କନିଷ୍ଠ ଯନ୍ତ୍ରୀ