34.1 C
Bhubaneswar
Friday, March 29, 2024
Homeଓଡିଶାନୟାଗଡ଼ରେ ଚାଲିଛି ଜଙ୍ଗଲ ରାଜ : ପ୍ରତ୍ୟୁଷା ରାଜେଶ୍ୱରୀ ସିଂହ

ନୟାଗଡ଼ରେ ଚାଲିଛି ଜଙ୍ଗଲ ରାଜ : ପ୍ରତ୍ୟୁଷା ରାଜେଶ୍ୱରୀ ସିଂହ

ନୟାଗଡ଼ : ବହୁ ଚର୍ଚ୍ଚିତ ପରୀ ହତ୍ୟାକାଣ୍ଡ ଘଟଣା ଏବେ ସାରା ରାଜ୍ୟରେ ଆଲୋଚନାର କେନ୍ଦ୍ର ବିନ୍ଦୁ ପାଲଟିଛି । ନୟାଗଡ଼ଠୁ ଆରମ୍ଭ କରି ବିଧାନସଭା ପର୍ଯ୍ୟନ୍ତ ସବୁଠି ସେଇ ଗୋଟିଏ ସ୍ଲୋଗାନ ପରୀକୁ ନ୍ୟାୟ ଦାବୀ ଥିଲ । ଏହାରି ମଧ୍ୟରେ ପରୀ ବାପା ମା’ଙ୍କ ଆସି ଆଲୋଚନା କରିଛନ୍ତି କନ୍ଧମାଳର ପୂର୍ବତନ ସାଂସଦ ପ୍ରତ୍ୟୁଷ ରାଜେଶ୍ୱରୀ ସିଂହ । ପରୀ ପରିବାର ସହ ଆଲୋଚନା କରିଥିଲେ । ଏ ନେଇ ଗଣମାଧ୍ୟମକୁ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ନୟାଗଡ଼ରେ ଜଙ୍ଗଲ ରାଜ ଚାଲିଛି । ଯେବେ ତୃତୀୟ ମହଲାରୁ ଏକ ଗୋଷ୍ଠୀ ଅରୁଣ ସାହୁଙ୍କୁ ଗୁଣ୍ଡାଗର୍ଦ୍ଧ କରିବାକୁ ଲାଇସେନ୍ସ ବନ୍ଦ କରିନାହାନ୍ତି ସେ ପର୍ଯ୍ୟନ୍ତ ନୟାଗଡ଼ର ବିକାଶ ହୋଇପାରିବ ନାହିଁ ବୋଲି କହିବା ସହ ପରୀ ହତ୍ୟାକାଣ୍ଡର ସିବିଆଇ ତଦନ୍ତ ଦାବୀ ଏବଂ ଅରୁଣ ସାହୁଙ୍କ ମନ୍ତ୍ରୀ ପଦରୁ ଇସ୍ତଫା ଦାବୀ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking