30.1 C
Bhubaneswar
Thursday, April 25, 2024
Homeୟୁନେକ୍ସ ଟାଇପେଇ ଓପନ୍‌ଜୁଲାଇ ୧୯ରୁ ୨୪ ପର୍ଯ୍ୟନ୍ତ ୟୋନେକ୍ସ ତାଇପେଇ ଓପନ୍ ବ୍ୟାଡମିଣ୍ଟନ୍ ଟୁର୍ଣ୍ଣାମେଣ୍ଟ

ଜୁଲାଇ ୧୯ରୁ ୨୪ ପର୍ଯ୍ୟନ୍ତ ୟୋନେକ୍ସ ତାଇପେଇ ଓପନ୍ ବ୍ୟାଡମିଣ୍ଟନ୍ ଟୁର୍ଣ୍ଣାମେଣ୍ଟ

ନୂଆଦିଲ୍ଲୀ : କ୍ରୀଡା ଉତ୍ସାହୀଙ୍କୁ ଉତ୍ସାହିତ କରିବା ପାଇଁ ୟୋନେକ୍ସ ତାଇପେଇ ଓପନ୍ ବ୍ୟାଡମିଣ୍ଟନ୍ ଟୁର୍ନାମେଣ୍ଟ ଜୁଲାଇ ୧୯ ରୁ ଆରମ୍ଭ ହେବାକୁ ଯାଉଛି । ଏହା ବ୍ୟାଡମିଣ୍ଟନ ୱାର୍ଲ୍ଡ ଫେଡେରେଶନର ୱାର୍ଲ୍ଡ ଟୁରର ପଞ୍ଚଦଶ ଟୁର୍ନାମେଣ୍ଟ । ଭାରତ ସମେତ ଅନେକ ବ୍ୟାଡମିଣ୍ଟନ ଖେଳାଳି ଏହି ଟୁର୍ନାମେଣ୍ଟର ଏକ ଅଂଶ ହେବେ । ଏହି ମ୍ୟାଚ୍ ତାଇପେଇ ହେପିଂ ବାସ୍କେଟବଲ୍ ଜିମ୍ନାସିୟମରେ ଅନୁଷ୍ଠିତ ହେବ । ବିଡବ୍ଲୁଏଫ୍‌ର ଅନୁମତି କ୍ରମେ ଚାଇନା ତାଇପେଇ ଆସୋସିଏସନ ଦ୍ୱାରା ଏହି ଟୁର୍ନାମେଣ୍ଟ ଆୟୋଜିତ ହୋଇଛି । ଏହି ୬ଦିନିଆ ଟୁର୍ନାମେଣ୍ଟ ଜୁଲାଇ ୨୪ ରେ ଶେଷ ହେବ । ମୋଟ ପୁରସ୍କାର ରାଶି ହେଉଛି ୫୦୦,୦୦୦ ଡଲାର । ଜୁଲାଇ ୧୭ ରେ ସିଙ୍ଗାପୁର ଓପନ୍ ଟୁର୍ନାମେଣ୍ଟର ଉତ୍ସାହ ଶେଷ ହେବା ପୂର୍ବରୁ ତାଇପେଇ ଓପନ୍ ମଧ୍ୟ ଆରମ୍ଭ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking