କାଲି ଭୁବନେଶ୍ୱରରେ ଜେପି ନଡ୍ଡାଙ୍କ ରୋଡ୍ ସୋ’

ଭୁବନେଶ୍ୱର : ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ଆଜି ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ତେବେ ଆସନ୍ତାକାଲି ସକାଳେ ଜେ.ପି ନଡ୍ଡା ଭୁବନେଶ୍ୱରରେ ରୋଡ଼ ଶୋ କରିବାର କାର୍ଯ୍ୟକ୍ରମ ରହିଛି । ଏନେଇ ବିଜେପି ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି ।  ଶ୍ରୀ ମହାପାତ୍ରଙ୍କ ସୂଚନା ଅନୁଯାୟୀ ଜେ ପି ନଡ୍ଡା ଆସନ୍ତାକାଲି ସକାଳେ ମାଉସୀମା ମନ୍ଦିର ଠାରୁ ଲିଙ୍ଗରାଜ ମନ୍ଦିର ପର୍ଯ୍ୟନ୍ତ ରୋଡ଼ ଶୋ କରିବେ । ଆଜିଠୁ ଦୁଇ … Continue reading କାଲି ଭୁବନେଶ୍ୱରରେ ଜେପି ନଡ୍ଡାଙ୍କ ରୋଡ୍ ସୋ’