ଆତ୍ମହତ୍ୟା ପୂର୍ବରୁ ଶେଷ ଭିଡିଓ ଛାଡ଼ିଲେ ସାମ୍ୱାଦିକା

ଭୁବନେଶ୍ୱର : ଟ୍ରେନ ଆଗକୁ ଡେଇଁ ଜୀବନ ହାରିଲେ ସାମ୍ବାଦିକା । ବାପୁଜୀନଗର ରେଳ ଧାରଣାରୁ ମିଳିଲା ମୃତଦେହ । ସାମ୍ବାଦିକାଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର । ଘଟଣାସ୍ଥଳରେ ଜିଆରପି ଓ କ୍ୟାପିଟାଲ ଥାନା ପୋଲିସର ତଦନ୍ତ । ସାମ୍ବାଦିକା ଜଣକ ନିକଟରେ ବିବାହ କରିଥିଲେ । ମଧୁମିତାଙ୍କୁ ଘର ଗଞ୍ଜାମରେ । ସେ ଭୁବନେଶ୍ୱରର ସାମନ୍ତରାପୁରରେ ଜଣେ ଯୁବକଙ୍କୁ ପ୍ରେମ ବିବାହ କରିଥିଲେ । ଉଭୟଙ୍କ ୫ ବର୍ଷର ପ୍ରେମ ସମ୍ପର୍କ ପରବର୍ତ୍ତୀ ସମୟରେ ବିବାହର … Continue reading ଆତ୍ମହତ୍ୟା ପୂର୍ବରୁ ଶେଷ ଭିଡିଓ ଛାଡ଼ିଲେ ସାମ୍ୱାଦିକା