ସାମ୍ବାଦିକା ସୌମ୍ୟା ମର୍ଡର କେସ୍‌; ନଭେମ୍ବର ୭କୁ ଘୁଞ୍ଚିଲା ଦୋଷୀଙ୍କ ଦଣ୍ଡାଦେଶ ନିଷ୍ପତ୍ତି

ନୂଆଦିଲ୍ଲୀ : ସାମ୍ବାଦିକା ସୌମ୍ୟା ବିଶ୍ୱନାଥନ୍ ମର୍ଡର କେସ୍‌ର ଦୋଷୀଙ୍କ ଦଣ୍ଡାଦେଶ ନିଷ୍ପତ୍ତି ଦିଲ୍ଲୀର ସାକେତ୍ କୋର୍ଟ ନଭେମ୍ବର ୭ ତାରିଖକୁ ଘୁଞ୍ଚାଇ ଦେଇଛନ୍ତି । ଆଡିସନାଲ୍ ସେସନ୍ସ ଜଜ୍ ଜଷ୍ଟିସ୍ ରବୀନ୍ଦ୍ର କୁମାର ପାଣ୍ଡେ କହିଛନ୍ତି, ପାଞ୍ଚ ଦୋଷୀଙ୍କ ଆଫିଡେଭିଟ୍ ସହିତ ପ୍ରୋବେସନାରୀ ଅଫିସର୍ ପ୍ରି ସେଣ୍ଟେନ୍ସିଙ୍ଗ୍ ରିପୋର୍ଟ (ପିଏସ୍‌ଆର୍‌) ଏବଂ ଅନ୍ୟ କେତେକ ଡକ୍ୟୁମେଣ୍ଟ୍ ଦାଖଲ କରିନାହାନ୍ତି । ଏହି କାରଣରୁ ଦୋଷୀଙ୍କ ଦଣ୍ଡାଦେଶ ଉପରେ ଶୁଣାଣି ହୋଇପାରିନାହିଁ । କୋର୍ଟ ଏହା ପ୍ରସ୍ତୁତ … Continue reading ସାମ୍ବାଦିକା ସୌମ୍ୟା ମର୍ଡର କେସ୍‌; ନଭେମ୍ବର ୭କୁ ଘୁଞ୍ଚିଲା ଦୋଷୀଙ୍କ ଦଣ୍ଡାଦେଶ ନିଷ୍ପତ୍ତି