ଯୋଶୀମଠ ଭୂସ୍କଳନ: ଜରୁରୀ ଶୁଣାଣୀ ମନା

ନୂଆଦିଲ୍ଲୀ : ଯୋଶୀମଠ ଭରବଳନର ଜରୁରୀ ଶୁଣାଣି ପାଇଁ ମନା କଲେ ସୁପ୍ରିମକୋର୍ଟ । ଯାହା ଗୁରୁତ୍ୱପୂର୍ଣ୍ଣ ତାହା ସବୁ ସୁପ୍ରିମକୋର୍ଟ ଆସିବା ଜରୁରୀ ନୁହେଁ । ଦେଶରେ ଗଣତାନ୍ତ୍ରୀକ ନିର୍ବାଚିତ ସର୍‌ାର କାର୍ଯ୍ୟ କରୁଛନ୍ତି । ଆସନ୍ତା ୧୬ ତାରିଖରେ ଶୁଣାଣି ହେବ ବୋଲି କହିଲେ ସୁପ୍ରିମକୋର୍ଟ । ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ଅଟୋ, ୭ ଗୁରୁତର