ଭୁବନେଶ୍ୱର: ମୃତ୍ତିକା ସଂରକ୍ଷଣ ବିଭାଗ ଯୁଗ୍ମ ନିର୍ଦ୍ଦେଶକ ଦୟାନିଧି ବାଗ ଗିରଫ । ଆୟ ବହିର୍ଭୂଚ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ । ଯୁଗ୍ମ ନିର୍ଦ୍ଦେଶକଙ୍କର ୨ଟି ଫାର୍ମହାଉସ ସମେତ ୮୪ ଏକର ଜମି ମିଳିଥିଲା । ୫୮ ଲକ୍ଷର ବ୍ୟାଙ୍କ ଜମା, ୩୧୨ ଗ୍ରାମର ସୁନା ଗହଣା ଠାବ ହୋଇଥିଲା । ଭୁବନେଶ୍ୱର ଗୋଠପାଟଣାରେ ୩ ବିଏଚକେ ସହ ୨ଟି ବିଲ୍ଡିଂ ମିଳିଥିଲା ।ରାୟଗଡା ଜଳ ବିଭାଜି ପୂର୍ୱତନ କମିଶନ ପିଡି ଦୟାନିଧି ଥିଲେ ।










