34.1 C
Bhubaneswar
Friday, March 29, 2024
Homeକରୋନାଆମେରିକାରେ ପ୍ରଥମ କୋରନା ଟିକା ନେବେ ଜୋ ବାଇଡ଼େନ ଓ ତାଙ୍କ ପତ୍ନୀ

ଆମେରିକାରେ ପ୍ରଥମ କୋରନା ଟିକା ନେବେ ଜୋ ବାଇଡ଼େନ ଓ ତାଙ୍କ ପତ୍ନୀ

ନୂଆଦିଲ୍ଲୀ : ସମଗ୍ର ବିଶ୍ୱରେ କୋରନା ମହାମାରୀ ଯୋଗୁଁ ସ୍ଥିତି ଅଣାୟତ ହୋଇ ଧିରେ ଧିରେ ସାମାନ୍ୟ ଆୟତ ଅବସ୍ଥାକୁ ଆସୁଥିବା ସମୟରେ ଆମେରିକାରେ ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏହି ମଧ୍ୟରେ ଟିକାକରଣ ଉପରେ ରହିଛି ସମସ୍ତଙ୍କ ନଜର । ଟିକା ଆସିବା ପରେ ହିଁ ଅବସ୍ଥା ସୁଧୁରିବ ବୋଲି ସମସ୍ତଙ୍କ ଆଶା । ଏନେଇ ବିଶ୍ୱର ସବୁଠୁ ଅଧିକ ପ୍ରଭାବିତ ହୋଇଥିବା ଦେଶ ଆମେରିକାରେ ଟୀକାକରଣକୁ ଅନୂମୋଦନ ମିଳିଛି । ପ୍ରଥରେ ଫାଇଜର ଓ ଏବେ ମଡ଼ର୍ଣ୍ଣା ଟୀକାକୁ ଅନୂମତି ମିଳିଛି । ତେବେ ସୋମବାର ଦିନ ଏହି ଜରୂରୀକାଳୀନ ଟିକା ଆମେରିକାରେ ପ୍ରଥମେ ରାଷ୍ଟ୍ରପତି ଜୋ ବାଇଡ଼େନ ଓ ତାଙ୍କ ପତ୍ନୀ ଜିଲଙ୍କୁ ଦିଆଯିବ ଓ ଆସନ୍ତା ସପ୍ତାହରେ ଉପରାଷ୍ଟ୍ରପତି କମଲା ହ୍ୟାରିସ ଓ ତାଙ୍କ ସ୍ୱାମୀଙ୍କୁ ଦିଆଯିବ । ଏହା ନେଇ ସୂଚନା ଦେଇଛନ୍ତି ଆମେରିକା ରାଷ୍ଟ୍ରପତିଙ୍କ ପ୍ରେସ ସେକ୍ରେଟାରୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking