26.1 C
Bhubaneswar
Friday, March 29, 2024
Homeଦେଶ ବିଦେଶ୬ଜି ପାଇଁ ପ୍ରସ୍ତୁତି କରୁଛି ଜିଓ

୬ଜି ପାଇଁ ପ୍ରସ୍ତୁତି କରୁଛି ଜିଓ

ନୂଆଦିଲ୍ଲୀ : ଭାରତରେ ଜିଓ ଏପର୍ଯ୍ୟନ୍ତ ତାର ୫ଜି ସର୍ଭିସ ଆରମ୍ଭ କରିନି କିନ୍ତୁ କମ୍ପାନୀ ୬ଜି ଉପରେ କାମ କରିବା ଆରମ୍ଭ କରି ସାରିଲାଣି । ଜିଓର ସବ୍ସିଡିୟାରୀ କମ୍ପାନୀ ଇଷ୍ଟାନିଆ, ୬ଜି ଟେକନିକ କୁ ନେଇ ରିସର୍ଚ୍ଚ ଆରମ୍ଭ କରିଦେଇଛି । ଏହି କମ୍ପାନୀ ଏହି ପ୍ରୋଜେକ୍ଟକୁ ନେଇ ୟୁନିଭରସିଟି ଅଫ୍ ୟୋଲୁ ସହ କାମ କରୁଛି । ଅବଶ୍ୟ ଜିଓ ତାର ଯୋଜନାକୁ ନେଇ ଏପର୍ଯ୍ୟନ୍ତ କୌଣସି ଅଧିକ ସୂଚନା ଦେଇନାହିଁ ।

ଜିଓର କହିବାନୁଯାୟୀ, ଏହି ଡିଲ୍ ଦ୍ୱାରା ଏରିୟଲ ଏବଂ ସ୍ପେସ କମ୍ୟୁନିକେସନ, ସାଇବର ସିକ୍ୟୁରିଟି, ହୋଲୋଗ୍ରାଫିକ ବିମଫାର୍ମିଂ, ମାଇକ୍ରୋ ଇଲେକ୍ଟନୀକ ଏବଂ ଫୋଟୋନିକ୍ସ ରେ ୩ଡି କନେକ୍ଟେଡ ଇଂଟେଲିଜେନ୍ସ କୁ ଇଣ୍ଡଷ୍ଟ୍ରୀ ଏବଂ ଏକାଡେମୀ ପ୍ରୋତ୍ସାହନ ମିଳିବ । କମ୍ପାନୀ ବର୍ତ୍ତମାନ ୬ଜି ଫିଚର ବିଶିଷ୍ଟ ପ୍ରଡକ୍ଟ ଉପରେ ପ୍ରସ୍ତୁତି କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking