28.1 C
Bhubaneswar
Thursday, March 28, 2024
Homeବ୍ରେକୀଙ୍ଗଗାନ୍ଧୀ ଜୟନ୍ତୀ ଅବସରରେ କେନ୍ଦୁଝର ସଦର ମହକୁମାରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ

ଗାନ୍ଧୀ ଜୟନ୍ତୀ ଅବସରରେ କେନ୍ଦୁଝର ସଦର ମହକୁମାରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ଆଜି କେନ୍ଦୁଝର ସହରରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ 151 ତମ ଜୟନ୍ତୀ ଅବସରରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କରୋନା ସମୟରେ ଲୋକଙ୍କୁ ରକ୍ତ ର ଆବଶ୍ୟକ ଥିବା ବେଳେ ତାକୁ ପୂର୍ଣ୍ଣ କରିବା ପାଇଁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପ୍ରତିମାସ ଯଦିଓ ଏହି କାର୍ଯ୍ୟକ୍ରମ ବିଭିନ୍ନ ନିର୍ବାଚନ କ୍ଷେତ୍ର ରେ ଚାଲୁ ଅଛି ତଥାପି ଆଜିର ଏହି ପୁଣ୍ୟ ଦିବସ ରେ ବହୁ ସଂଖ୍ୟାରେ କର୍ମୀ ଯୋଗଦେଇ ଅଧିକରୁ ଅଧିକ ସଂଖ୍ୟାରେ ରକ୍ତ ଦେବା କୁ ଆଗେଇ ଆସିଥିଲେ । ଏହାକୁ କେନ୍ଦୁଝର ସାଂସଦ ଉଦଘାଟନ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking