27.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗଗୋଟିଏ ପରିବାରର ୫ଜଣ ସଦ୍ୟଙ୍କ ଆତ୍ମହତ୍ୟା ଉଦ୍ୟମ

ଗୋଟିଏ ପରିବାରର ୫ଜଣ ସଦ୍ୟଙ୍କ ଆତ୍ମହତ୍ୟା ଉଦ୍ୟମ

ଝାରସୁଗୁଡ଼ା : ମା’ ସମେତ ୫ ଭାଇ ଭଉଣୀଙ୍କ ଆତ୍ମହତ୍ୟା ଉଦ୍ୟମ । ମା’ ୩ଭଉଣୀ ଓ ଜଣେ ଭାଇ ଫିନାଇଲ ପିଇ ଗୁରୁତର ହୋଇଛନ୍ତି। ଘଟଣାଟି ଘଟିଛି ଝାରସୁଗୁଡ଼ା ଜିଲ୍ଲା ବିଟିଏମ୍ ଫାଣ୍ଡି ଲହଣ୍ଡରବୁଡ଼ରେ । ୪ଜଣଙ୍କୁ ଝାରସୁଗୁଡ଼ା ମେଡିକାଲ, ଅନ୍ୟ ଜଣଙ୍କୁ ବୁର୍ଲାକୁ ସ୍ଥରାନାନ୍ତର କରାଯାଇଛି । ସୂଚନା ଅନୁଯାୟୀ, ଗତକାଲି ରାତିରେ ପରିବାରର ଜଣେ ସଦସ୍ୟଙ୍କ ମୃତ୍ୟୁ ହୋଇଥିଲା । ଦୁର୍ଘଟଣାରେ ଆହତ ପୁଅର ଗତକାଲି ରାତିରେ ଘରେ ମୃତ୍ୟୁ ହୋଇଥିଲା । ଏଥିରେ ମ୍ରିୟମାଣ ହୋଇ ପରିବାର ସଦସ୍ୟଙ୍କ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ବୋଲି ସୂଚନା ମିଳିଛି । ଘଟଣାସ୍ଥଳରେ ପୁଲିସ ପହଂଚି ତଦନ୍ତ ଚଳାଇଛି ।
https://onakhabar.com/2020/06/02/dhenknal-news/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking