ବିଜେଡି ଛାଡ଼ିଲେ ବିଶ୍ୱନାଥ ନାୟକ

ଭୁବନେଶ୍ୱର : ବିଜେଡି ଛାଡ଼ିଲେ ଝାରସୁଗୁଡା ଜିଲ୍ଲା ସାଧାରଣ ସମ୍ପାଦକ ବିଶ୍ୱନାଥ ନାୟକ। ଗତକାଲି ବିଶ୍ୱନାଥ ଦଳରୁ ଇସ୍ତଫା ଦେଇଛନ୍ତି । ପୂର୍ବତନ ବାଚସ୍ପତି ଦିବଂଗତ କିଶୋର ମହାନ୍ତିଙ୍କ ଅନୁଗତ ବିଶ୍ୱନାଥ ନାୟକ ବ୍ରଜରାଜନଗର ପାଇଁ ଟିକେଟ୍ ଆଶାୟୀ ଥିଲେ। ତେବେ ଉପନିର୍ବାଚନରେ କିଶୋର ମହାନ୍ତିଙ୍କ ପତ୍ନୀ ଅଳକା ମହାନ୍ତିଙ୍କୁ ପ୍ରାର୍ଥୀ କରିଥିଲା ବିଜେଡି । ଏବେ ଆଗାମୀ ନିର୍ବାଚନ ପାଇଁ ମଧ୍ୟ ପୁଣି ଥରେ ଅଳକାଙ୍କୁ ଦଳ ଟିକେଟ୍ ଦେବାରୁ ବିଶ୍ୱନାଥ ଓ ତାଙ୍କ ସମର୍ଥକମାନେ … Continue reading ବିଜେଡି ଛାଡ଼ିଲେ ବିଶ୍ୱନାଥ ନାୟକ