38.1 C
Bhubaneswar
Tuesday, April 23, 2024
Homeଓଡିଶାପ୍ରକାଶ ପାଇଲା ଜେଇଇ ମେନ୍ ରେଜଲ୍ଟ

ପ୍ରକାଶ ପାଇଲା ଜେଇଇ ମେନ୍ ରେଜଲ୍ଟ

ଭୁବନେଶ୍ୱର: ପ୍ରକାଶ ପାଇଲା ଜେଇଇ ମେନ୍ ପରୀକ୍ଷା ଫଳ । ଓଡ଼ିଶାରେ ଟପ୍ପର ହୋଇଛନ୍ତି ସୌରଭ ସୌମ୍ୟକାନ୍ତ ଦାଶ । ସେ ୯୯.୯୯% ମାର୍କ ରଖିଛନ୍ତି । ରାଜ୍ୟରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ସ୍ଥିତିପ୍ରଜ୍ଞା ସାହୁ । ୯୯.୯୮ ପ୍ରତିଶତ ରହି ସ୍ଥିତିପ୍ରଜ୍ଞା ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି । ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ଏହି ପରୀକ୍ଷା ଫଳ ଘୋଷଣା ହୋଇଛି ।

ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି ପକ୍ଷରୁ jeemain.nta.in ଓ୍ୱେବସାଇଟରେ ପରୀକ୍ଷା ଫଳ ପ୍ରକାଶ କରାଯାଇଛି । ପରୀକ୍ଷାର୍ଥୀମାନେ ଏହି ସାଇଟକୁ ଯାଇ ପରୀକ୍ଷା ଫଳ ଦେଖିପାରିବେ । ସର୍ବଭାରତୀୟ ସ୍ତରରେ ମୋଟ୍ ୯ ଜଣ ଛାତ୍ର ୧୦୦ ପ୍ରତିଶତ ନମ୍ବର ରଖିଛନ୍ତି । ଦୁଇଟି ପର‌୍ୟ୍ୟାୟରେ ଏହି ଜେଇଇ ମେନ ପରୀକ୍ଷା କରାଯାଇଥିଲା ।
https://onakhabar.com/2020/01/18/road-accidentshabana-azmi/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking