ଆଜିଠୁ ଜେଇଇ ଆଡଭାନ୍ସ ପଞ୍ଜୀକରଣ ଆରମ୍ଭ
ଭୁବନେଶ୍ୱର: ଆଜିଠୁ ଆଇଆଇଟି ଗୌହାଟୀ ପକ୍ଷରୁ ଜେଇଇ ଆଡଭାନ୍ସ ୨୦୨୩ ପାଇଁ ପଞ୍ଜିକରଣ ଆରମ୍ଭ ହେଲା । ଜେଇଇ ମେନ୍ରେ କୃତକାର୍ଯ୍ୟ ହାସଲ କରିଥିବା ଛାତ୍ରଛାତ୍ରୀମାନେ ଆବେଦନ କରିପାରିବେ । ମେ ୭ ତାରିଖ ମଧ୍ୟରେ ପଞ୍ଜିକରଣ କରାଯିବ । ମେ ୮ ସୁଦ୍ଧା ଅନ୍ଲାଇନ୍ ପେମେଣ୍ଟ କରିବାକୁ କୁହାଯାଇଛି । ଏସି ଏସ୍ଟି, ପିଡବ୍ଲୁଡି ଓ ମହିଳା ଆବେଦକାରୀଙ୍କ ପାଇଁ ୧୪୫୦ଟଙ୍କା ଦେୟ ଧାର୍ଯ୍ୟ ହୋଇଛି । ସେହିପରି ଅନ୍ୟ ପରୀକ୍ଷାର୍ଥୀଙ୍କ ପାଇଁ ୨୯୦୦ଟଙ୍କା ଧାର୍ଯ୍ୟ … Continue reading ଆଜିଠୁ ଜେଇଇ ଆଡଭାନ୍ସ ପଞ୍ଜୀକରଣ ଆରମ୍ଭ
Copy and paste this URL into your WordPress site to embed
Copy and paste this code into your site to embed