33.1 C
Bhubaneswar
Wednesday, April 24, 2024
Homeବ୍ରେକୀଙ୍ଗରାସ୍ତା କାମରେ ଜେସିବି ମେସିନ ପୋଡ଼ି

ରାସ୍ତା କାମରେ ଜେସିବି ମେସିନ ପୋଡ଼ି

କୋରପୁଟ : କୋରପୁଟ ଜିଲ୍ଲାର ନାରାୟଣ ପାଟଣା ବ୍ଲକ ଅନ୍ତର୍ଗତ ପୋଡପଦର ଗ୍ରାମପଞ୍ଚାୟତ ଲାଉମାଲ ଛକଠାରୁ କଲକୀ ପୁଟଗ୍ରାମକୁ ରାସ୍ତା ନିର୍ମାଣ କାର‌୍ୟ୍ୟ ପାଇଁ ନିୟୋଜିତ ରହିଥିବା ପିଏମ୍ଜିଏସୱଆଇ ନିୟୋଜିତ ଜେସିବି ମେସିନ ପୋଦିଦିଆଯାଇଛି। ତେବେ ଏହା ମାଓବାଦୀଙ୍କ କାଣ୍ଡ ନା ଆଉ କି କରିଛି ବୋଲି ତାହା ସନ୍ଦେହ ଘେରରେ ରହିଥିବା ବେଳେ ଘଟଣା ସ୍ଥଳରେ ଦୁଇଟି ପୋଷ୍ଟର ଓ ଲାଉମାଲ ଛକ ନିକଟରେ ଆଉ ଗୋଟିଏ ପୋଷ୍ଟର ଦେଖିବାକୁ ମିଳୁଛି। ରାତ୍ର ପ୍ରାୟ ଆଠଟା ସମୟରେ ଉକ୍ତ ମେସିନରେ ନିଆଁ ଲାଗୁଥିବା ବେଳେ ରାସ୍ତା କାମର ସୁପର ଭାଇଜର ଦେଖିବାକୁ ପାଇଥିଲେ ।ତେବେ ମାଓବାଦୀଙ୍କ ଦବ ଦବା ବର୍ତ୍ତମାନ କମିଯାଇଥିଲେ ମଧ୍ୟ ମାଓ ଅଧ୍ୟୁଷିତ ଅଞ୍ଚଳ ନାଁରେ ଏହି ଅଞ୍ଚଳ ପରିଚିତ ହୋଇଥିଲା। ମାଓ ସମ୍ପୃକ୍ତି କୁ ଅସ୍ବୀକାର କରିବା ସହ ପ୍ରକୃତ ତଥ୍ୟ ତଦନ୍ତ ପରେ ଜଣାପଡିବ ବୋଲି ପୋଲିସ ବିଭାଗ ପକ୍ଷରୁ କୁହାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking