40.1 C
Bhubaneswar
Wednesday, April 24, 2024
Homeଓଡିଶାବିଦେଶୀ ମଦ ବେପାର ଚାଲିଛି ବେଧଡ଼କ 

ବିଦେଶୀ ମଦ ବେପାର ଚାଲିଛି ବେଧଡ଼କ 

ଜୟପୁର  : କୋରାପୁଟ ଜିଲ୍ଲା ଜୟପୁର ସହରରେ ଚାଲିଛି ମୋନୋପୋଲି ମୋଦ ବେପାର l ସରକାରୀ ନିୟମ କୁ କୋରୀଲେ ଚଳୁ l କୋରୁନା କୋଟୋ କୋଣା ବୋଲି କିଛି ନାଇଁ l ଲୋକେ ଆଜି ୨ ଟଙ୍କା ରଜଗାର କୋରୀ ଦୁଃଖେ ସୁଖେ ବଞ୍ଚିବା ବେଳେ ମୋଦ ଆଣିଦେଇଛି ଦୁର୍ଦ୍ଦଶା l ଖୋଟିଖିଆ ଦୀନ ମଜୁରୀଆ ଗାଁ ଠୁ ସହର ସବୁଠି ଚାଲିଛି ବେଧଡ୍କ ବେପାର l ମୋଦ ପିଇ ଲୋକେ ଆଜି କୋଉଠି ମୋରୂ ଚୋନ୍ତି ତୋ କୋଉଠି ମାଡ଼ ଖାଉଚୋନ୍ତି l ପ୍ରୋବାସି ବେପାରୀ ଆଜି ଲୁଟୁଛନ୍ତି ନିରୀହଙ୍କ ଟଙ୍କା l ଦୈନିକ ବଜାର ଦୁଇ ପାଖେ ଦୁଇଟି ଦକାନ ଥିବା ବେଳେ ଏହି ଦୁଇ ଦକାନୀ ବନ୍ଦ କୋରୀ ଗ୍ରିଲ ପଟରୁ କାରବାର ତୋ ଆଉ କୋଉଠି Whenshop ରେ ସେପାରେଟ ରୁମ ଖୋଲି ଅଧିକ ଟଙ୍କା ରଜଗାର କୋରୂଚୋନ୍ତି l
ଦକାନି ପ୍ରିଣ୍ଟ ରେଟ୍ ଠାରୁ ଅଧିକ ନେଉଥିବା ବେଳେ ଲୋକ ପ୍ରତିବାଦ କୋଲେ ଦ୍ରୁଢ଼ କାର୍ଯ୍ୟକଳାପ ଦେଖାଇ ଲୋକଙ୍କୁ ମାରିପିଟି ତୋଡିବା ଦେଖିବାକୁ ମିଳୁଛି l ଏବେ ଲୋକ ନିଜ ପୋରୀବାରକୁ ବଞ୍ଚାଇବା କୋଷ୍ଟ ସାଧ୍ୟ ହଈପୋଡି ଥିବା ବେଳେ ମଦ ଦକାନି ମାନେ ମାତ୍ରା ଧିକ କାର୍ଯ୍ୟନୁଷ୍ଟାନ ନେଲେ ବି ଲୋକ ମୋଦନିଶା ରୁ ଦୁରେଇ ପାରୁନାହାନ୍ତି l ପ୍ରୋବସୀ ଆସି କରୁ ଚୋନ୍ତି ବେପାର ଡରୁ ନାହାନ୍ତି କାହାକୁ ମାରିପିଟି ଡରେଇ କୋରୂଛନ୍ତି ବେପାର l ପୋଲୀସ କୁ ଫୋନ କୋଲେ ଫୋନ ଉଠୋଉ ନଥିବା ବେଳେ l ଅବକାରୀ ବିଭାଗ ରୋ କାର୍ଯ୍ୟକୋଳାପ କିଛି ସାମ୍ନା କୁ ଆସୁନି କାର୍ଯ୍ୟ ଲୋୟରେ ଗେଟ୍ ରେ ଝୁଲୁଛି ତାଲା l
କେହିଜଡି କିଛି ଅଭିଯୋଗ କୋରୀବକୁ ପହଞ୍ଚି ଜାଏ ତୋ ଅବୋକାରି ବିଭାଗ ତାଲା ମାରୀ ଛୁ ହୋଇଯାଇଥାନ୍ତି l ଗୋଟାଏ ପୋଟେ କୋରୁନା ଛାଟକୁ ଅନ୍ଯ ପୋଟେ ମଦବେପାରୀରୋ ରାସ୍ତା ରେ ମାରିବାକୁ ଗୋଡ଼ାଇବା କେତେ ଦୁର ଜୁକ୍ତିଜୁକ୍ତ l ପ୍ରବାସୀ ବେପାରୀମାନକୁ ଫେରାଇ ବାକୁ ଜୟପୁର ପବ୍ଲିକ ରାଇଟ୍ସ ଆସସେସ୍ନ ଦେବେନ୍ଦ୍ର ବାହିନୀପତି ଆଉ ଜୟପୁର ବିଧାୟକ ପାର୍ଥୀ ଗୌତମ ସାମନ୍ତରାୟ ସରକାରଙ୍କୁ ଏହା ରକିବା ନିମନ୍ତେ ଅନୁରୋଧ କୋରୀଚୋନ୍ତି l ଯଦି ସରକାର ଏହାକୁ ନୋ ରକୀବେ ଆଗାମୀ ଦିନେ ଆନ୍ଦଳନ ଅଲେଇବେ ବୋଲି ଗୌତମ ଚେତାବନୀ ଦେଇଚୋନ୍ତି l

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking