‘ମୁଁ ଜଣେ ତଡାଖିଆ ଲୋକ’

ଭୁବନେଶ୍ୱର : ବିଷ ଓଗାଳିଲେ ବିଜେପି ବିଧାୟକ ଜୟ ନାରାୟଣ । ନିଜ ମନ ଭିତରେ ଥିବା ପୁଞ୍ଜିଭୂତ ଅସନ୍ତୋଷ ଝାଡିଛନ୍ତି। ବିଜେପିରେ ଥାଇ ମଧ୍ୟକୁ ଦଳକୁ ପରୋକ୍ଷରେ ତେରଛା ବାଣ ମାରିଛନ୍ତି ସମ୍ବଲପୁର ବିଧାୟକ। ଦିବଙ୍ଗତ ସମୀର ଦେଙ୍କ ଶୋକ ସଭାରେ ଯୋଗ ଦେଇ ଜୟନାରାୟଣ କହିଛନ୍ତି, ମୁଁ ଜଣେ ତଡାଖିଆ ଲୋକ। ଏବିଭିପିରୁ ତଡା ଖାଇଛି, ବିଜେପିରୁ ମଧ୍ୟ ତଡା ଖାଇଛି। ଏବେ ବିଜେପିରୁ ସାଇଡଲାଇନ ହୋଇ ରହିଛି। ଏହାସହ ପୂର୍ବରୁ ସମୀର ଦେଙ୍କ … Continue reading ‘ମୁଁ ଜଣେ ତଡାଖିଆ ଲୋକ’