ପାଣ୍ଡିଆନ୍ ନିଜକୁ ସୁପର ସିଏମ୍ ଦର୍ଶାଉଛନ୍ତି: ଜୟନାରାୟଣ

ଭୁବନେଶ୍ୱର: ସୌମ୍ୟ ଯେଉଁ ପ୍ରସଙ୍ଗ ଉଠାଇଛନ୍ତି ତାହା ଯୁକ୍ତିଯୁକ୍ତ କହିଲେ ଜୟନାରାୟଣ ମିଶ୍ର । ଘଟଣା ନେଇ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଗଣମାଧ୍ୟମ ଆଗରେ ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ଚନ୍ଦ୍ରୟାନ ଠାରୁ ପାଣ୍ଡିଆନଙ୍କ ଗସ୍ତରେ ଅଧିକ ଖର୍ଚ୍ଚ କହିଥିଲେ ସୌମ୍ୟ । ସରକାରଙ୍କ ଯଦି ସତସାହାସ ଅଛି ତେବେ ଏନେଇ ଅନୁସନ୍ଧାନ କରାଯାଉ । ସୌମ୍ୟ ବାବୁ ପଚାରିଥିବା ପ୍ରଶ୍ନର ଉତ୍ତର କାହିଁକି ଦେଉନି ବିଜେଡି । ପାଣ୍ଡିଆନ୍ ନିଜକୁ … Continue reading ପାଣ୍ଡିଆନ୍ ନିଜକୁ ସୁପର ସିଏମ୍ ଦର୍ଶାଉଛନ୍ତି: ଜୟନାରାୟଣ