33.1 C
Bhubaneswar
Thursday, April 25, 2024
Homeଓଡିଶାମାସ୍କ ପିନ୍ଧି ନ ଥିବାରୁ ଅବସରପ୍ରାପ୍ତ ଯବାନଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲା ପୋଲିସ୍

ମାସ୍କ ପିନ୍ଧି ନ ଥିବାରୁ ଅବସରପ୍ରାପ୍ତ ଯବାନଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲା ପୋଲିସ୍

କେନ୍ଦ୍ରାପଡା : ଅବସରପ୍ରାପ୍ତ ଯବାନଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ । କେନ୍ଦ୍ରାପଡା ସହର ତିନିମୁହାଣୀ ଠାରେ ଟାଉନ ଥାନା ପକ୍ଷରୁ ମାସ୍କ ଚେକିଂ ହେଉଥିଲା। କଲେଜ ଛକରେ ଅବସରପ୍ରାପ୍ତ ଯବାନ ପରିବାର ସହ ଫେରୁଥିଲେ । ଠିକ୍‌ ଭାବରେ ମାସ୍କ ପିନ୍ଧି ନ ଥିବାରୁ ପୋଲିସ ଫାଇନ କାଟିଥିଲା । ଯବାନ ଫାଇନ ଦେଇ ଆସିଥିଲେ । ପୁଣି ୨୦୦ ମିଟର ଦୂରରେ ଫାଇନ କାଟିବାକୁ କହିଥିଲେ । ଅବସରପ୍ରାପ୍ତ ଯବାନ ମନୋରଞ୍ଜନ ଫାଇନ ଦେବାକୁ ମନାକରିବାରୁ ପୋଲିସ ଗୋଡେଇ ଗୋଡେଇ ପିଟିଥିବା ଅଭିଯୋଗ ହୋଇଛି। ଯାହାର ଭିଡିଓ ଭାଇରାଲ ହେବାରେ ଲାଗିଛି। ବାଡେଇବା ପରେ ଜବରଦସ୍ତି ଥାନାରେ ମଧ୍ୟ ଅଟକ ରଖାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking