40.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶକୁଲଗାମରେ ବିଜେପି ନେତାଙ୍କୁ ଗୁଳି କରି ହତ୍ୟା କଲେ ଆତଙ୍କବାଦୀ

କୁଲଗାମରେ ବିଜେପି ନେତାଙ୍କୁ ଗୁଳି କରି ହତ୍ୟା କଲେ ଆତଙ୍କବାଦୀ

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରର କୁଲଗାମରେ ଆଜି ଆତଙ୍କବାଦୀମାନେ ବିଜେପିର ଜଣେ ନେତାଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ଅଧିକାରୀମାନେ କହିଛନ୍ତି ଯେ, ଆକ୍ରମଣକାରୀମାନେ ଦକ୍ଷିଣ କଶ୍ମୀର ଜିଲ୍ଲାର ବ୍ରାଜଲୁ ଜାଗୀର ଅଂଚଳରେ ବିଜେପି ନେତା ଜାଭେଦ ଅହମ୍ମଦ ଡାରଙ୍କ ଆହାସ ନିକଟରେ ସମୟ ପ୍ରାୟ ସାଢେ ୪ଟା ସମୟରେ ଗୁଳି ଚାଳନା କରିଥିଲେ । ଡାରଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା ।
ଇର୍ତମାନ ସୁରକ୍ଷାକର୍ମୀମାନେ ଅଂଚଳକୁ ଘେରାବନ୍ଦୀ କରିଛନ୍ତି ଓ ଆତଙ୍କବାଦୀଙ୍କୁ ଧରିବା ପାଇଁ ସନ୍ଧାନ ଆରମ୍ଭ ହୋଇ ଯାଇଛି । କହିରଖୁଛୁ, ଅଗଷ୍ଟ ୯ରେ ବି ଆତଙ୍କବାଦୀମାନେ କୁଲଗାମର ବିଜେପିର କିଷାନ ଜିଲ୍ଲା ଇକାଇ ଅଧ୍ୟକ୍ଷ ଗୁଲାମ ରସୁଲ ଡାରଙ୍କ ହତ୍ୟା କରିଦେଇଥିଲେ  ।

 

ଦୁନିଆର ଏମିତି ଏକ ଲମ୍ବା କେନାଲ, ଯାହାକୁ ପାର୍ କରିବାକୁ ଜାହାଜକୁ ଲାଗିଥାଏ ୧୦ ଘଣ୍ଟା ସମୟ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking