27.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶଜମ୍ମୁ କଶ୍ମୀର ସୋପୋରରେ ସୁରକ୍ଷାକର୍ମୀଙ୍କ ଉପରକୁ ଗ୍ରେନେଡ ହାମଲା

ଜମ୍ମୁ କଶ୍ମୀର ସୋପୋରରେ ସୁରକ୍ଷାକର୍ମୀଙ୍କ ଉପରକୁ ଗ୍ରେନେଡ ହାମଲା

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରର ସୋପୋରରେ ଆତଙ୍କବାଦୀମାନେ ଗ୍ରେନେଡ ହାମଲା କରିଛନ୍ତି । ଏହି ଆକ୍ରମଣରେ ସିଆରପିଏଫ ସିଆରପିଏଫର  ୩ ଜଣ ଯବାନ ଆହତ ହୋଇଛନ୍ତି । ଯେତେବେଳେକି ସାଦାରଣ ଜନତା ବି ଏଥିରେ କିଛି ମାତ୍ରାରେ ଆହତ ହୋଇଛନ୍ତି । ସୋପୋରରେ ଏସବିଆଇ ବ୍ୟାଙ୍କ ନିକଟରେ ସିଆରପିଏଫ ଯବାନଙ୍କ ଉପରକୁ ଆତଙ୍କବାଦୀମାନେ ଗ୍ରେନେଟ ମାଡ କରିଥିଲେ । ତେହେ ଆହତଙ୍କର ହସ୍ପିଟାଲରେ ଚିକିତ୍ସା ଜାରି ରହିଛି ।
କହିରଖୁଛୁ, ଏହା ପୂର୍ବରୁ କୁଲଗାମରେ ଆତଙ୍କବାଦୀମାନେ ଗୁରୁବାର ବିଏସଏଫର କାଫିଲେ ଉପରକୁ ହାମଲା କରିଥିଲେ । ଏହାପରେ ଆରମ୍ଭ ହୋଇଥିବା ଗୁଳି ବିନିମୟରେ ଜଣେ ପାକିସ୍ତାନୀ ଆତଙ୍କବାଦୀ ନିପାତ ହୋଇଥିଲା । ଗୁଳିବିନିମୟ ସ୍ଥଳରୁ ଅନେକ ମାତ୍ରେ ହତିଆର, ଗୋଳା ବାରୁଦ ଜବତ ହୋଇଛି । ଯେଉଁଥିରେ ଗୋଟିଏ ଏକେ-୪୭, ରାଇଫଲ, ମାଗାଜିନ, ଗ୍ରେନେଡ, ଆରପିଜି-୭ ରକେଟ ଲଂଚର ସାମିଲ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking